logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ସାରୁ
ସାରୁ/ପେଚ୍‌କି
ସାରୁ ପତ୍ରରେ ପାଣି ଢ଼ଳ ଢ଼ଳ ହୁଏ ।
ସାରୁ ଉଲାଃତେ ଡା ଢ଼ଳ ଢ଼ଳାଏତା ।

ସାଧୁ
ସାଧୁ
ମୁଁ ସାଧୁ ଉପାୟରେ ପରୀକ୍ଷା ଦେବି ।
ଇଂ ସାଧୁ ଉପାୟତେ ପର୍‌କ୍ଷା (ପରଖିଆ) ତେରିଙ୍ଗ୍ ।

ସିଧା
ସିଧା
ଆମ ଗାଁରୁ ଆମ ସାଙ୍ଗ ଘର ଗାଁକୁ ସିଧା ରାସ୍ତା ଯାଇଛି ।
ଏଲାଃ କେଲ୍‌କେତାୟ ଇଙ୍ଗା ସିରିଆଃ ପାଡା ଯାକର୍‌ ସିଧା ସଡ୍‌କ ସାନ୍‌ସିଗ୍‌ ।

ସାଙ୍ଗ
ସରି
ରବି ମୋର ପିଲା ବେଳର ସାଙ୍ଗ ଅଟେ ।
ରବି ଇଙ୍ଗାଃ କୁଣୁଃ ବେଡାଃ ସରି ହାଏ ।

ସାଧା
ସାଦା
ବେଳେବେଳେ ପୋଲିସ୍‍ ସାଧା ପୋଷାକ ପିନ୍ଧି ବୁଲନ୍ତି ।
ମେସନ୍‌ ମେସନ୍‌ ପୁଲୁସ୍‌ କି ସାଦା ପେଁଟ୍‍ କୁର୍‌ତା ସୁଇକଲା ବୁଲିତାକି ।

ସହ
ସରି
ମାଧୁରୀ ସହ ରୀତା ନଦୀକୁ ଯାଇଛି ।
ମାଧୁରୀ ସରି ରୀତା ଖିରମ୍‌ ତିଗ୍‌ ସାନ୍‌ସିଗ୍‌ ।

ସବୁ
ଝାକି
ପରୀକ୍ଷାରେ ମୁଁ ସବୁ ପ୍ରଶ୍ନର ଉତ୍ତର ଲେଖିଛି ।
ପରଖିଆତେ ଇଙ୍ଗ୍ ଝାକି ପରଶନ୍‌ ଆଃ ଉତର୍‌ ଲେଖାସିଙ୍ଗ୍ ।

ସରି
ସମାନ
ମଧୁବାବୁଙ୍କ ସଙ୍ଗେ କିଏ ସରି ହେବ ?
ମଧୁବାବୁ ସରି ବେର୍‌ ସମାନ୍‌ ହଏନା ?

ସାର
ସାର୍‍
ଜୈବିକ ସାର ଜମିକୁ ଉର୍ବର ରଖେ ।
ଜୈବିକ୍‌ ସାର୍‌ ଜମିନ୍‌ତେ ହାଲ୍‌କା ଉନ୍‌ତେ ।

ସକାଳ
ମିଆଁ
ସକାଳ ହେଲେ ଲୋକେ କାମକୁ ବାହାରନ୍ତି ।
ମିଆଁ କିଲାଃ ଲେବୁକି କାମୁ ମୁଁ ତାକି ।


logo