logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ୱିକେଟ
ଉଇକେଟ୍‌
କ୍ରିକେଟ ଖେଳରେ ଏଗାରଟି ୱିକେଟ ଥାଏ ।
କିରକେଟ୍‍‌ ଏବଃତେ ଏଗାରଟା ଉଇକେଟ୍‌ ଆତା ।

ସର
ସର
କ୍ଷୀରରେ ସର ବସିଛି ।
ତମ୍‌ଲେଙ୍ଗତେ ସର୍‌ ଡକସିଗ୍‌ ।

ସତ୍ୟ
ସତ୍‌
ସତ୍ୟ ଚିର ସତେଜ ଅଟେ ।
ସତ୍‌ ଝାକି ଭେରେ / ଝାକି ଦିନ୍‌ ସତେଜ୍‌ ହାଏ ।

ସର୍ପ
ବୁଙ୍ଗାମ୍‌
ଦୁଷ୍ଟ ଲୋକ ସର୍ପ ସମାନ ଅଟନ୍ତି ।
ବଦମାସ୍‌ ଲେବୁ ବୁଙ୍ଗାମ୍‌ ସମାନ ହାଏ ।

ସଦା
ଝାକିଭେରେ
ପିତାମାତା ସଦା ସର୍ବଦା ଆମର ଯତ୍ନ ନିଅନ୍ତି ।
ବୁଆ ମାଁ ଝାକିଭେରେ ଆନିଆଃ ଯତନ୍‌ ଡଡ୍‌ତେକି ।

ସଭା
ମିଟିଂ
ସଭାରେ ଭାଷଣ ଦେବା ପାଇଁ ମୋତେ ବଛା ଯାଇଛି ।
ମିଟିଂ ତେ ଭାଷଣ ତେର୍‌ନାଃଥମ୍‌ ଇଙ୍ଗତେ ରାଏସିଗ୍‌ କି ।

ସତେ
ସଃତଗା
ଆଜି ବାପା ଆସିବେ, ସତେ ନା କଣ ?
ସଃତଗା ! ମୁସା ବୁଆ ଡେଲ୍‌ନା ନ ଇ ଆତି ?

ସାଥି
ସାଥି/ସାଙ୍ଗ
ଆଜିକାଲି ପ୍ରାତି ଗାଁରେ ଗାଁ ସାଥି ରହିଛନ୍ତି ।
ଉପାଡି ଝାକି କେଲ୍‌କେତେ ଗାଁ ସାଥି/ସାଙ୍ଗ ଆଏଗ୍‌କି ।

ସତ୍‌
ସତ୍‌
ସତ୍‍ ମାର୍ଗରେ ଯିବାପାଇଁ ପିତାମାତା ପରାମର୍ଶ ଦିଅନ୍ତି ।
ସତ୍‌ ଗଏଝୁଙ୍ଗତେ ସାନ୍‌ନାଃଥମ୍‌ ବୁଆ ମାଁ ସାଲ୍‌ହା ତେର୍‍ତେକି ।

ସରା
ଡିବି
ସରାରେ ମାଣ୍ଡିଆ ଜାଉ ରାନ୍ଧିବା ।
ଡିବିତେ ମଡିଆ ଜାଉ ଗଙ୍ଗେନିଙ୍ଗ୍ ।


logo