logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଲୁଗା
ଛିଡ
ଭିକାରୀଟି ଚିରା ଲୁଗା ପିନ୍ଧିଛି ।
ଭିଖାରୀ ଯେଃ ଗାଃ ଗାଃ ଛିଡ୍‌ହା ସୁଇସିଗ୍‌ ।

ଲୁହ
ରମଡ୍‌ ତାଃ
ଆଖିରୁ ଲୁହ ଝରେ ।
ମଡ୍‌ତାଏ ରମ୍‌ଡ ଡାଃ ଗୁର୍‌ତା ।

ଲୁଚି
ଲେଡ
ଚୋରଟି ଲୁଚି ପଳାଇଲା ।
ଚର୍‌ହା ଯେଃ ଲେଡ୍‌ ଜାରଃ ।

ଲୁଣ
ବିଲୁଙ୍ଗ୍
ସମୁଦ୍ର ପାଣିରୁ ଲୁଣ ମରାଯାଏ ।
ସମ୍‌ଦୁର୍‌ ଡାଃ ତାୟ ବିଲୁଙ୍ଗ୍ ତାର୍‌ଡମ୍‌ତା ।

ଲେବଲ କ୍ରସିଂ
ଫାଟକ୍‌
ରେଳରାସ୍ତା ପାର ହେବାକୁ ଲେବଲ କ୍ରସିଂ ଥାଏ ।
ରେଲ ସଡ୍‌କ ପାର ହଏନାଃଥମ୍‌ ଫାଟକ୍‌ ଲାଃସିଃତା ।

ଲେଖ
ଲେଖାଏନା
ପ୍ରତିଦିନ ହସ୍ତାକ୍ଷର ଲେଖ ।
ଝାକି ଦିନ ହସ୍ତଲିପି ଲେଖାଏପେ ।

ଲେଖାଲେଖି
ଲେଖାଲେଖି
ସମୟ ମିଳିଲେ ମୁଁ ଲେଖାଲେଖି କରେଁ ।
ସମେ କୁଇକିଲାଃ ଇଙ୍ଗ୍ ଲେଖାଲେଖି ବାଏତିଗ୍ଂ ।

ଲୋକ ସଂଖ୍ୟା
ଲେବୁ ସଂଖ୍ୟା
ପ୍ରତିଦିନ ଲୋକ ସଂଖ୍ୟା ବଢୁଛି ।
ହରେକ୍‌ ଦିନ୍‍ ଲେବୁ ସଂଖ୍ୟା ବଢ଼େତାଏଗ୍‌ ।

ଲୋଟି
ଗୁରକରି
ପିଲାଟି ତଳେ ଲୋଟି କାନ୍ଦୁଛି ।
କୁଣୁଃ ଯେ ତୁତାତେ ଗୁର୍‌କରି ଇୟାମ୍‌ ତାଏଗ୍‌ ।

ଲୋଭୀ
ଲୁଭିଆ
ଲୋଭୀର ଧନ ଅନ୍ୟମାନେ ଖଆନ୍ତି ।
ଲୁଭିଆଃ ଧନ/ସମ୍ପତ୍ତି ଅଲ୍‌ଗାକି ନଃତେକି ।


logo