logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଲକ୍ଷଣ
ଚିହ୍ନା
ବେଳେବେଳେ ଆକାଶରେ ଅଦ୍ଭୁତ ଲକ୍ଷଣ ଦେଖାଯାଏ ।
ମେସନ୍‌ ମେସନ୍‌ ଆକାଶ୍‌ତେ ଅଜବ୍‌ କିସମ୍‌ ଆଃ ଚିହ୍ନା ଜଏତା ।

ଲଢ଼େଇ
ଲଢେ
ବିନା ଅସ୍ତ୍ରରେ ନିର୍ବାଚନ ଲଢ଼େଇ ହୁଏ ।
ବିନା/ଏନେମ୍‌ ହାତ୍‌ହଥିଆର୍‌ ବୁଙ୍ଗ ଭୋଟ୍‌ ଲଢ଼େ ହଏତା ।

ଲାଞ୍ଜ
ପାତା
ଗାଈ ତାର ଲାଞ୍ଜରେ ମାଛି ଅଡ଼ାଏ ।
ଗାଏ ଆଡିଆଃ ପାତାବୁଙ୍ଗ୍ କଣେଃ ନନ୍‌ତେ ।

ଲାଳ
ଲାର୍‌
କୁକୁର ଲାଳ ବିଷାକ୍ତ ଅଟେ ।
ସଲଃ ଆଃ ଲାର୍‌ ବିଷ୍‌ ହାଏ ।

ଲାଲ
ଲାଲ୍‌/ଲାଲିହା
ଲାଲ ଗୋଲାପ ଦେଖିବାକୁ ଖୁବ ସୁନ୍ଦର ।
ଲାଲିହା ଗୁଲାପ୍‌ ଜଏନାଃଥମ୍‌ ଖୋବ୍‌ ସୁନ୍ଦର ।

ଲାଗିବ
ଲାଃଆନା
ଘର ତିଆରି ପାଇଁ ୨୧ ହଜାର ଟଙ୍କା ଲାଗିବ ।
ଅଃ ତିଆର ବାଏନାଃଥମ୍‌ ଏକୁଶ ହାଜାର୍‌ ରୁପିଆ ଲାଃନା ।

ଲାଜ
ଗିଆଲ
ନୂଆ ଲୋକଙ୍କୁ ମୁହଁ ଦେଖାଇବା ମୋତେ ଲାଜ ଲାଗେ ।
ତମ୍‌ନେ ଲେବୁକିତେ ରୁମାଙ୍ଗ୍ ଅବ୍‌ଜନା ଇଙ୍ଗ୍ ତେ ଗିଆଲ୍‌ ଲାଃତା ।

ଲାଭ
ଫାଏଦା
କମ ଦାମରେ କିଣି ଅଧିକ ଦାମରେ ବିକିଲେ ଲାଭ ହୁଏ ।
କମ୍‌ ଦାମ୍‌ ବୁଙ୍ଗ୍ ସଙ୍ଗକଲା ଅଏତ୍‌କା ଦାମ୍‌ତେ ଅବସ୍‌ଙ୍ଗଃଲାଃ ଫାଏଦା ହଏତା ।

ଲିଭାଇ
ମବ୍‌ଲିଗ୍‍
କଳାପଟାର ଲେଖାକୁ ଶିକ୍ଷକ ଲିଭାଇ ଦେଲେ ।
କଳାପଟାଃ ଲେଖାତେ ମାଷ୍ଟର ମବ୍‌ଲିବ୍‌ (ମେଟାଏ) ଗଥଃ ।

ଲିଚୁ
ଲିଚି
ଲିଚୁ ଏକ ମିଠା ଫଳ ଅଟେ ।
ଲିଚି ମୁଇଙ୍ଗ୍ ମିଠା ଲକୁ ହାଏ ।


logo