logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ରୋଷେଇ
ରାନ୍ଧା ଅଃ
ପ୍ରତି ବିଦ୍ୟାଳୟରେ ରୋଷେଇ ଘର ରହିଛି ।
ହରେକ୍‌ ଇସକୁଲତେ ରାନ୍ଧା ଅଃ ଆଃଇ ।

ରୋଗୀ
ବେମାରୀ
ଏଡ୍‌ସ ରୋଗି ନିୟମିତ ଔଷଧ ଖାଇବା ଉଚିତ ।
ଏଡସ୍‌ ବେମାରୀ ଝାକିଦିନ କାନ୍‌ଲା ନଃନା କାୟମ୍‌ ।

ରୋଗୀଣା
ବେମ୍‌ରିହା
ଲୋକଟା ରୋଗୀଣା ଦେଖା ଯାଉଛି ।
ଲେବୁ ଯେଃ ବେମ୍‌ରିହା ଗୁଡ୍‌ ଯଏତାଏଗ୍‌ ।

ରୌଦ୍ର
ଗିଡିଂ
ରୌଦ୍ର ତାପରେ କୂଅ ପୋଖରୀ ପାଣି ଶୁଖିଯାଏ ।
ଗିଡିଂଆଃ ଲବ୍‌ନାତେ ଚୂଆଁ ମୁଣାଃ ଡାଃ ରାଗାଏଗଃତା ।

ଲତା
ଜୁଡୁ
କଖାରୁ ଲତା ରଞ୍ଜାରେ ମାଡ଼ିଯାଉଛି ।
ଖାଖୁର୍‌ଲା ଜୁଡୁ ରାଏଁଞ୍ଜ ସାରା ଡାଲଗଃତାଏଗ୍‌ ।

ଲଟା
ଲାଟା
ଘର ଚାରି ପାଖରେ ଥିବା ଲଟାବୁଦା ସଫା କର ।
ଅଗାଃ ଚାର୍‌ହି ପାଖ ଆଃ ଲାଟାବୁଦା ସଫା ବାୟେପେ ।

ଲକ୍ଷ୍ୟ
ଆଶା
ଶିକ୍ଷକ ହେବା ପାଇଁ ମୋର ଲକ୍ଷ୍ୟ ଅଛି ।
ମାଷ୍ଟର ହଏନାଃଥମ୍‌ ଇଙ୍ଗାଃ ଆଶା ଆଃଇ ।

ଲମ୍ବା
ଲମ୍ବା
ଭୋଟ ଦେବାକୁ ଲୋକେ ଲମ୍ବା ଧାଡ଼ିରେ ଠିଆ ହୋ‌ଇଛନ୍ତି ।
ଭୋଟ ତେର୍‌ନାଃଥମ୍‌ ଲେବୁକି ଲମ୍ବା ଲାଇନ୍‌ ତେ ତଙ୍ଗହନ୍‌ ସିର୍‌କି ।

ଲମ୍ଫ
ଚିଲାଙ୍ଗ୍
ମାଙ୍କଡ଼ଟି ଲମ୍ଫ ଦେଇ ଦୌଡ଼ିଗଲା ।
ବାନ୍ଦରାଯେଃ ଚିଲାଙ୍ଗ୍ କରି ବତ୍‌କେଗଃକି ।

ଲଙ୍କା
ମାର୍‌ଚି
ନାଲି ଲଙ୍କା ଅଧିକ ରାଗ ହୁଏ ।
ଲାଲ୍‌ ମାର୍‌ଚି ଅଏତ୍‌କା ସିଡ୍‌ତେ ।


logo