logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ରାଜସ୍ୱ
ଟେକ୍‍ସ
ସରକାର ପ୍ରଜାଙ୍କଠାରୁ ରାଜସ୍ୱ ଆଦାୟ କରନ୍ତି ।
ସାର୍‌କାର୍ ପର୍‌ଜା କିଆଃ ତାୟ ଟେକସ୍‌ ଆଦାୟ ବାଏତେ ।

ରାଷ୍ଟ୍ରଭାଷା
ରାଷ୍ଟ୍ରଭାଷା
ହିନ୍ଦୀ ଆମର ରାଷ୍ଟ୍ରଭାଷା ଅଟେ ।
ହିନ୍ଦୀ ଆନିଆଁ ରାଷ୍ଟ୍ରଭାଷା ହାଏ ।

ରାଜ ଉଆସ
ରାଜ ମହଲ
ରାଜା ଉଆସ ଗୁଡ଼ିକ ଜାତୀୟ ସମ୍ପତ୍ତି ହୋ‌ଇଛି ।
ରାଜମହଲ କି (ଜାତିଆଃ) ଦେଶ୍‌ଆଃ ସମ୍ପତି ହଏସିଗ୍‌ ।

ରିକ୍‌ସା
ରେକ୍‌ସା
ରିକ୍‌ସାରେ ତିନୋଟି ଚକ ଥାଏ ।
ରେକସାତେ ତିନ୍‌ଟା ଚାକା ଆତା ।

ରୁଦ୍ଧ
ଅଟକେଗଃନା
ବୁଢ଼ା ଲୋକଟି ଶ୍ୱାସ ରୁଦ୍ଧ ହୋ‌ଇ ମରିଗଲା ।
କେଣ୍ଡର୍‌ବଃ ଯେ ନିନାସ୍‌ ଅଟ୍‌କେ ଗଃନା ବୁଙ୍ଗ୍ ଗୋଏଗ୍‌ ଗଃକି ।

ରୁଚି
ରୁଚେନା
ପିଠା ଖାଇବାରେ ମୋର ରୁଚି ଅଛି ।
କଲଂ ନଃନାତେ ଇଙ୍ଗା ଅଭ୍ୟାସ ଆଃଇ ।

ଋତୁ
ଋତୁ
ବର୍ଷକୁ ଛ‌ଅଟି ଋତୁ ଅଛି ।
ବରଷତେ ଛ‌ଅ ଟା ଋତୁ ଆଃଇ ।

ରେଖା
ରେଖା/ଗାର୍‌
ଏକାଧିକ ବିନ୍ଦୁ ମିଶି ରେଖା ହୁଏ ।
ମୁଇଙ୍ଗତାୟ ଅଏତ୍‌କା ବିନ୍ଦୁ ମିଶେକଲା ଗାର୍‌ ହଏତା/ରେଖା ହଏତା ।

ରୋଗ
କସୁ
ମାଛି ହ‌ଇଜା ରୋଗର ବାହକ ଅଟେ ।
କଣେଃ ହଏଜା କସୁଆଃ ବାହାକ୍‌ ହାଏ ।

ରୋପଣ
ଉନ୍‍‍ନା
ଜେଜେବାପା ଆମ ପାଇଁ ଗଛଟିଏ ରୋପଣ କରିଥିଲେ ।
ଆଜା ଏଲାଃଥମ୍‌ ଦାର୍‌ମୁଇଙ୍ଗ୍ ଉନ୍‌ସିଥଃ ।


logo