logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ରକ୍ଷଣ ବେକ୍ଷଣ
ଦେଖା ରେଖା
ରକ୍ଷଣ ବେକ୍ଷଣ ଅଭାବରେ ସ୍ମୃତି ନଷ୍ଟ ହୁଏ ।
ଦେଖା ରେଖା ଅଭାବ୍‌ତେ ସ୍ମୃତି ଖାରାପ୍‌ ହଏତା ।

ରକ୍ଷା କରିବା
ବାଞ୍ଚାଏନା
ପ୍ରଜାଙ୍କୁ ରକ୍ଷା କରିବା ସରକାରଙ୍କର କାର୍ଯ୍ୟ ।
ପାର୍‌ଜାକିତେ ବାଞ୍ଚାଏନା ସାର୍‌କାର୍‌ ଆଃ କାମୁହାଏ ।

ରାବ
ତରଃନା
ଚଢ଼େଇ ରାବ ଭାରି ମଧୁର ଶୁଭେ ।
କନ୍‌ତେଡ୍‌କିଆଃ ତରଃନା ବଡା ସୁନ୍ଦର୍‌ ଅଣ୍ଡର୍‌ତା ।

ରାଜା
ରାଜା
ରାଜାମାନେ ପରସ୍ପର ଯୁଦ୍ଧ କରୁଥିଲେ ।
ରାଜାକି ଆଡ୍‍‍କିଆଃ ଆଡ୍‌କିଆଃ ଭିଃତାର୍‌ତେ ଯୁଦ୍ଧ ବାଏଖାନ୍‌ତେକି ।

ରାସ୍ତା
ସଡକ୍‌
ମଫସଲ ଅଞ୍ଚଳରେ ଭଲ ରାସ୍ତା ନଥାଏ ।
ଗାଁ ଗହ୍‌ଲି ତେ ବନେ ସଡକ୍‌ ଉମ୍‌ ଆତା ।

ରାତି
ଇଡିବ୍‌
ଜହ୍ନ ରାତିରେ ତାରାମାନେ ଲୁଚି ଯାଆନ୍ତି ।
ଲେରାଙ୍ଗତଃତେ ସିଂକମ୍‌କି ଲେଡ୍‌ ଗଃତାକି ।

ରାନ୍ଧି
ଗଙ୍ଗକରି
ମାଆ ଆମ ପାଇଁ ଭାତ ରାନ୍ଧି କାମକୁ ଯାଏ ।
ମାଆ ଆନିଆଁଥମ୍‌ ପେଗ୍‌ ଗଙ୍ଗକରି କାମୁ ସାନ୍‌ତା ।

ରାଶି
ତେଲମୁଇଙ୍ଗ୍
ରାଶି ଖଜା ଭାରି ମିଠା ଲାଗେ ।
ତେଲମୁଇଙ୍ଗ୍ ଖାଜା ମୁରୁକ୍‌ ସେବୁଲ୍‌ ଲାଃତା ।

ରାଜି
ରାଜି
ସେ ମୋ ସହିତ ଯିବାକୁ ରାଜି ହେଲା
ଆଡି ଇଙ୍ଗାଃସରି ସାନ୍‌ଆଃଥମ୍‌ ରାଜି ହଏକି ।

ରାଜତ୍ୱ
ରାଏଜ୍‌ ଶାସନ୍‌
ନିର୍ବାଚିତ ସରକାର ପାଞ୍ଚବର୍ଷ ରାଜତ୍ୱ କରନ୍ତି ।
ଜିତେସିଃନା ସାର୍‌କାର୍‌ ପାଁଚ ବରଷ୍‌ ରାଏଜ୍‌ ଶାସନ୍‌ ବାଏତେ ।


logo