logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଯୋଡ଼
ଜଡେନା
ଦୁଇଟି କାଠିକୁ ଯୋଡ଼ ।
ଦୁଇଟା ଖୁଟିତେ ଯଡେ ଏ ।

ଯୋଡ଼ା
ଦୁଇଟା
କାଉ ଯୋଡ଼ା ରାବୁଛନ୍ତି ।
କୁଆଃ ଦୁଇଟା କଟ୍‌ରେ ତାଏଗ୍‌ କିଆର୍‌ ।

ଯୋଡ଼ି
ଯୁଡି
ଦୁଇଟି ବଳଦ ଉତ୍ତମ ଯୋଡ଼ି ହୋ‌ଇଛନ୍ତି ।
ଦୁଇଟା ଅରେଗ୍‌ ବଢ଼ିଆ ଜୁଡି ହଏସିଗ୍‌ କିଆର୍‌ ।

ଜ୍ଞାନ
ବୁଃଦ୍ଧି
ପୁସ୍ତକ ପଠନ ଦ୍ୱାରା ଜ୍ଞାନ ବଢ଼େ ।
ବହି ପଢ଼େ କିଲା ବୁଃଦ୍ଧି ବଢ଼େତା ।

ରଙ୍ଗ
ରଙ୍ଗ୍
ମୟୁର ଚିତ୍ରରେ ସଠିକ ରଙ୍ଗ ଲଗାଅ ।
ମେଞ୍ଜୁର୍‌ ଫଟୋତେ ଠିକ ରଙ୍ଗ୍ ଲାଗାଏପେ ।

ରଙ୍ଗିନ
ରଙ୍ଗିନ୍‌
ରଙ୍ଗିନ ପ୍ରଜାପତିଟିଏ ଫୁଲରେ ବସିଛି ।
ରଙ୍ଗିନ୍‌ ପାପ୍‌ଲା ମୁଇଙ୍ଗ୍ ଲାଃରାଃତେ ଡକସିଗ୍‌ ।

ରାଜା
ରାଜା
ଆମ ଦେଶରେ ଆଜିକାଲି ଆଉ ରାଜା ନାହାନ୍ତି ।
ଆନିଆ ଦେଶ୍‌ତେ ଉପାଡି ଅଡଃ ରାଜା ମଃଡେକ୍‌ କି ।

ରଡ଼ି
ଗର୍ଜେନା
ବାଘ ରଡ଼ି ଶୁଣିଲେ ଭୟ ଲାଗେ ।
କିଡଃ ଗର୍ଜେନା ଅଣ୍ଡର୍‌ଅଃଲାଃ ବତଙ୍ଗ୍ ଲାଃତା ।

ରକ୍ତ
ଇୟାମ୍‌
ରକ୍ତରେ ପ୍ରାଣ ଥାଏ ।
ଇୟାମ୍‌ ତେ ଜୀବନ୍‌ ଆତା ।

ରସୁଣ
ଲେସୁନ୍‌
ରସୁଣର ରଙ୍ଗ ଧଳା ଅଟେ ।
ଲେସୁନ୍‌ ଆଃ ରଙ୍ଗ୍ ପଣ୍ଡରା ହାଏ ।


logo