logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଯାଗା
ଠାଣ୍‌ଅ
ଉପଯୁକ୍ତ ଜାଗା ବାଛି ଫଳ ଚାଷ କର ।
ବଁଢ଼ିହା ଠାଣ୍‌ଅ ରାଏ କରି ବରେ/ବଗିଚା ବାଏପେ ।

ଯାତ୍ରା
ସାନ୍‍‍ନା
ରେଳଯାତ୍ରା ଆମୋଦ ଦାୟକ ଅଟେ ।
ରେଲ୍‌ଗାଡିତେ ସାନ୍‌ନା ଆରାମ୍‌ ଲାଃତା ।

ଯାଦୁକର
ଯାଦୁଗାର
ଆମ ବିଦ୍ୟାଳୟକୁ ଜଣେ ଯାଦୁକର ଆସିଥିଲେ ।
ଏଲାଃ ଇସ‌କୁଲ ବୁଙ୍ଗ୍ ମୁଇଙ୍ଗ୍ ଯାଦୁଗାର୍‌, ଯାଦୁବାଲା ଡେଲ୍‌ସିଥଃ ।

ଯୁଦ୍ଧ
ଲଢ଼େ
ପାକିସ୍ଥାନ ଆମ ସହିତ ଅନେକ ବାର ଯୁଦ୍ଧ କରିଛି ।
ପାକିସ୍ଥାନ୍‌ ଆନିଆଁ ସରି କିଃତେ କିଃତେ ଥର୍‌ ଲଢ଼େ ସିଗ୍‌ ।

ଯୁଗ୍ମ
ଯୁଡା
ଲତା ଓ ରମା ଖେଳରେ ଯୁଗ୍ମ ବିଜେତା ହେଲେ ।
ଲତା ର ରମା ଏବଃନାତେ ଦୁହିଝନ୍‌ ଜିତେକି କିଆର୍‌ ।

ଯୁକ୍ତାକ୍ଷର
ଯୁକ୍ତାକ୍ଷର (ମେସା ସାଝା)
ଙ୍କ' ଏକ ଯୁକ୍ତାକ୍ଷର ଅଟେ ।
ଙ୍କ' ମୁଇଙ୍ଗ୍ ମେସା ସାଝା ଅକ୍ଷର ହାଏ ।

ଯୁକ୍ତ
ଯୁକ୍ତ
ମୋ ବଡ଼ ଭାଇ ଯୁକ୍ତ ଦୁଇ ବିଜ୍ଞାନ ପଢ଼େ ।
ଇଙ୍ଗାଃ ମାହାଭାଇ ଏଗାର କିଲାସ୍‌ ବିଜ୍ଞାନ୍‌ ପଢ଼େତା ।

ଯୁବକ
ଯୁଆନ୍‌ ବେଟା
ଯୁବକମାନେ ଅସାଧ୍ୟ କାର୍ଯ୍ୟ କରି ପାରନ୍ତି ।
ଜୁଆନ୍‌ ବେଟା କି ଉମ୍‌ ହଏନାକାମୁତେ ବାଏନା ପାଲ୍‌ତେକି ।

ଯେଉଁ
ଯେନ୍‌
ଯେଉଁ ଜାତି ଯେତେ ଶିକ୍ଷିତ ସେ ଜାତି ସେତେ ଉନ୍ନତ ।
ଯେନ୍‌ ସମାଜ‌ ଯେତ୍‌କି ଶିକ୍ଷିତ୍‌ ହ ସମାଜ୍‌ ହେତ୍‌କି ଉନ୍ନତ୍‌ ହାଏ ।

ଯୋଜନା
ବିଚାର
ପ୍ରତ୍ୟେକ କାର୍ଯ୍ୟ ଯୋଜନାନୁସାରେ ହେବା ଉଚିତ ।
ଝାକି କାମୁ ବିଚାର୍‌ ଅନୁସାର୍‌ତେ ହଏନାଃ କାୟମ୍‌ ।


logo