logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ମୌଳିକ
ମୌଳିକ
ସୁନା ଏକ ମୌଳିକ ପଦାର୍ଥ ଅଟେ ।
ସୁନା ମୁଇଙ୍ଗ୍ ଆଖିର ବାଲେବାଲେ (ମୌଳିକ) ଜିନିଷ୍‌ ହାଏ ।

ମୌଖିକ
ତମଡ୍‌ ତମଡ୍‌ ତେ ଗାମ୍‌ନା
ରବି ମୌଖିକ ଉତ୍ତର ଦେଇ ପାରିଲା ନାହିଁ ।
ରବି ତମଡ୍‌ ତମଡ୍‌ ତେ ଗାମ୍‌ନା ଉମ୍ ପାଲାଃ ।

ଯଜ୍ଞ
ହୁମ୍‌ (ଯଜ୍ଞ)
ଆମ ଗ୍ରାମରେ ବିଶ୍ୱଶାନ୍ତି ଯଜ୍ଞ ହୋ‌ଇଥିଲା ।
ଏଲାଃ ପାଡାତେ ବିଶ୍ୱଶାନ୍ତି ହୁମ୍‌ (ଯଜ୍ଞ) ହଏସିଥଃ ।

ଯନ୍ତ୍ର
ମେସିନ୍‌
ଯନ୍ତ୍ର ଦ୍ୱାରା ଜଟିଳ କାମ ସହଜରେ ହୋ‌ଇଥାଏ ।
ମେସିନ୍‌ ବୁଙ୍ଗ୍ ମୁସ୍‌କୁଲ କାମୁଜ ସହଜ୍‌ତେ ହଏସିଃତା ।

ଯଶ
କିର୍‌ତୀ (ନାମ୍‌)
ବଡ଼ ଲୋକଙ୍କ ଯଶ ପୃଥିବୀ ସାରା ବ୍ୟାପିଯାଏ ।
ମାହାଁ ଲେବୁକିଆଃ ନାମ୍‌ ପୁର୍‌ଥୀଗଟା ଏବଃସିଃତା ।

ଯଥା
ଯଥା
ରିମି ଯଥା ଅର୍ଥ କହି ପାରିଲା ।
ରିମି ଯଥାଃ ଅର୍ଥ ଗାମ୍‌ନା ପାଲଃ ।

ଯତ୍ନ
ଯତନ୍‌
ବାର୍ଦ୍ଧକ୍ୟ ବେଳେ ଯତ୍ନ ନେବା ଆବଶ୍ୟକ ଅଟେ ।
କେଣର୍‌ବଃ ବେଡାତେ ଯତନ୍‌ ଡଡ୍‌ନା ଜରୁରୀ ହାଏ ।

ଯାହାର
ବେରାଃ
ଯାହାର ବୟସ ଅଠର ବର୍ଷ ସେ ଭୋଟ ଦେଇ ପାରିବ ।
ବେରାଃ ବଏସ୍‌ ଅଠ୍‌ର ବରଷ ଆଡି ଭୋଟ୍‌ ତେର୍‌ନା ପାଲେ ।

ଯାତ୍ରା
ଜାତ୍‌ରା
ଯାତ୍ରାରେ ଅନେକ ଲୋକ ଆନନ୍ଦିତ ହୁଅନ୍ତି ।
ଜାତ୍‌ରାତେ କିଃତେ ଲେବୁ ଲେରେଃ ତାକି (ମାନାୟତେକି) ।

ଯାନବାହନ
ଗାଡି ଘଡା
ଯାନବାହନ ନିମନ୍ତେ ଭଲ ରାସ୍ତା ଆବଶ୍ୟକ ।
ଗାଡିଘଡାଃଥମ୍‌ ବନେ ସଡ୍‌କ ଦର୍‌କାର୍‌ ।


logo