logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ମେଣ୍ଢା
ଭେଡି
ମେଣ୍ଢା ଲୋମରେ କମ୍ବଳ ତିଆରି ହୁଏ ।
ଭେଡି ଛାଲ୍‌ ତାଏ କମଲ୍‌ ତିଆର୍‌ ହଏତା ।

ମେଘମାଳା
ତିରିବ୍‌ ଭେଳା
ବର୍ଷା ଋତୁରେ ମେଘମାଳା ଭାସେ ।
ବର୍‌ଷା ଲେରାଙ୍ଗ୍ ଭେଳା ଭେଳା ତିରିବ୍‌ ଭାସେତା ।

ମୋର
ଇଙ୍ଗାଃ
ମୋର ବୟସ ଆଠ ବର୍ଷ ଅଟେ ।
ଇଙ୍ଗାଃ ବଏସ୍‌ ଆଟ୍‌ ବରଷ୍‌ ହାଏ ।

ମୋଟ
ଟୁଟାଲ
ବିଜ୍ଞାନରେ ମୋଟ ନମ୍ବର ଶହେ ଥାଏ ।
ବିଜ୍ଞାନତେ ଟୁଟାଲ୍‌ ମାର୍‌କା ଶହେ ଆତା ।

ମୋଟା
ମଃଠ
ମୋଟା ବ୍ୟକ୍ତିମାନଙ୍କୁ ଧାଇଁବା କଷ୍ଟକର ଅଟେ ।
ମଃଠ ଲେବୁକିତେ ବତ୍‌କେନା ବହୁତ୍‌ କଷଟ୍‌ ହାଏ ।

ମୋ ଯୋଗୁଁ
ଇଙ୍ଗାଃଥମ୍‌
ମୋ ଯୋଗୁଁ ଦେଶ ଗର୍ବିତ ହେବ ।
ଇଙ୍ଗାଃଥମ୍‌/ଇଙ୍ଗାଃଚଲ୍‌ତେ ଦେଶ୍‌ ଗର୍‌ବୀତ ହଏନା ।

ମୋବାଇଲ
ମୋବେଲ
ମୋବାଇଲ ଫୋନ ଦ୍ୱାରା ଅନେକ କାର୍ଯ୍ୟ ସାଧିତ ହେଉଛି ।
ମୋବେଲ୍‌ ଫୁନ୍‌ ଆଃ ଚଲ୍‌ତେ ଖୋବ୍‌ କାମୁ ହଏନା ପାଲ୍‌ତାଏଗ୍‌ ।

ମୋକଦ୍ଦମା
କେସ୍‍
ରମା ବିରୁଦ୍ଧରେ ବର୍ତ୍ତମାନ ମୋକଦ୍ଦମା ଚାଲିଛି ।
ରମାଃ ଖିଲାପ୍‌ତେ ତାମା କେସ୍‌ ଚଲେସିଗ୍‌/ଚଲେତାଏଗ୍‌ ।

ମୈତ୍ରୀ
ଭାଇ ସାଲହା
ପରସ୍ପର ଆମେ ମୈତ୍ରୀ ଭାବ ଚାହୁଁ ।
ଆନିଆଁ ଆନିଆଁ ଭିଃତାର୍‌ତେ ଏଲେ ଭାଇ ସାଲ୍‌ହା ଚାହେଁ ତାଏଗ୍‌ଲେ ।

ମୌଜ/ମ‌ଉଜ
ମାଜା ମଜ୍‌ଲିସ୍‌
ପର୍ବ ପର୍ବାଣୀରେ ଲୋକେ ମ‌ଉଜ କରିଥାନ୍ତି ।
ତିହାର୍‌ ବାହାର୍‍‍ତେ ଲେବୁକି ମାଜା ମଜ୍‌ଲିସ୍‌ ବାଏସିଃତେକି ।


logo