logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ମୁଖଶାଳା
ଛୁମ୍‌ଦୁଆର୍‌/ମୁଗୁମ୍‌ଦୁଆର୍‌
ଏହି ମନ୍ଦିରର ମୁଖଶାଳା ଭାଙ୍ଗିଯାଇଛି ।
ଉ ଗୁଡିଆଃ ଛୁମ୍‌ଦୁଆର୍‌/ମୁଗୁମ୍‌ଦୁଆର୍‌ ପିଗ୍‌ ଗଃସିଗ୍‌ ।

ମୁଷ୍ଠି
ବିଧା
ମୁଷ୍ଠି ଆଘାତ ଭାରି ବାଧେ ।
ବିଧାଃ ମାଡ୍‌ ମୁରୁକ୍‌ କସୁତା ।

ମୂଲ୍ୟ
ଦାମ୍‌
ସମୟ ବହୁ ମୂଲ୍ୟ ଅଟେ ।
ସମେ ଆଃ ଦାମ୍‌ ବହୁତ୍‌ ହାଏ ।

ମୂଳଧନ
ପୁଞ୍ଜି
ମୁଁ ଅଳ୍ପ ମୂଳଧନରେ ଛୋଟ ବ୍ୟବସାୟ କରିବି ।
ଇଙ୍ଗ୍ କମ୍‌ ପୁଞ୍ଜିତେ କନ୍‌ହନ୍‌ ବେଉସା ବାଇଙ୍ଗ୍ ।

ମୂଷା
କନେ
ମୂଷା ଖାଦ୍ୟଶସ୍ୟଖାଇ ନଷ୍ଟ କରେ ।
କନେ ବାଃ, ରୁମକୁବ୍‌, କଡେଗ୍‌, ନଃ କରି ବର୍‌ବାଏଦ୍‌ ବାଏତେ ।

ମୂର୍ତ୍ତି
ମୂର୍ତ୍ତି
ପୂଜା ପରେ ମୂର୍ତ୍ତି ବିସର୍ଜନ କରାଯାଏ ।
ପୂଜାଃ ବାଦେ ଲଃଢ଼ଃ ମୂର୍ତ୍ତି ଉହୁଲାଏ ତେକି ।

ମୂଷିକ
କନେ
ମୂଷିକ ମାନେ ଗର୍ତ୍ତ ଭିତରେ ବାସ କରନ୍ତି ।
କନେ କି ଲାତା ଭିଃତାର୍‌ତେ ରହେତାକି ।

ମୃଦୁ
ସୁଲ୍‌ସୁଲ୍‌
ବାୟୁ ମୃଦୁ ମନ୍ଦ ଗତିରେ ପ୍ରବାହିତ ହେଉଛି ।
କୟ ସୁଲ୍‌ସୁଲିଆ ବଃ ଧୀରେ ଧୀରେ କୟତାଏଗ୍‌ ।

ମେଘ
ତିରିବ୍‌
ମେଘ ଥଣ୍ଡା ହେଲେ ବର୍ଷା ହୁଏ ।
ତିରିବ୍‌ ଠଣ୍‌ହା ହଏକିଲାଃ ବର୍‌ଷା ହଏତା ।

ମେଳା
ମେଳା
ପ୍ରତିବର୍ଷ ଆମ ଗ୍ରାମରେ ମେଳା ଅନୁଷ୍ଠିତ ହୁଏ ।
ହରେକ୍‌ ବଛର୍‌ ଏଲାଃ କେଲ୍‌କେତେ ମେଳା ଡକତା ।


logo