logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ମୁକ୍ତ
ମେଳା
ବିଦ୍ୟାଳୟ ଏକ ଦଣ୍ଡମୁକ୍ତ ଅଂଚଳ ଅଟେ ।
ଇସକୁଲ୍‌ ମୁଇଙ୍ଗ୍ ଡଣ୍‌ ତେରନା ମେଳା ଏରିଆ ହାଏ ।

ମୁଗ
ମୁଃଘ/ବରେ
ଧାନକଟା ସରିଲେ ମୁଗ ବୁଣା ହୁଏ ।
ବାଃ ସାଏବାଃ ବଙ୍କିଲାଃ ମୁଃଘ ବିଡ୍‌ନା ହଏତା ।

ମୁଖ୍ୟ
ମୂଖିଆ
ସରପଞ୍ଚ ପଞ୍ଚାୟତର ମୁଖ୍ୟ ଅଟନ୍ତି ।
ସରପଞ୍ଚ ପନ୍‌ଚେତ୍‌ଆଃ ମୂଖିଆ ହାଏ ।

ମୁଦ୍ରା
ପଏସା
ମୁଦ୍ରା ଦେଇ ଆମେ ସବୁ କିଛି କିଣିପାରିବା ।
ପଏସା ତେର୍‌କରି ଆନିଙ୍ଗ୍ ଯାହା କିଛି ସଙ୍ଗନା ପାଲେନିଙ୍ଗ୍ ।

ମୁଣ୍ଡି
ମୁଡି
ମନ୍ଦିରର ମୁଣ୍ଡି ଖୁବ୍‍ ଉଚ୍ଚରେ ରହିଛି ।
ମନ୍ଦିରଆଃ ମୁଡି ଖୋବ୍‌ତଭଲୁଙ୍ଗ୍ ତେ ରହେସିଗ୍‌ ।

ମୂଲକ
ରାଏଜ୍‌
ବାଘ ବଣ ମୂଲକର ରାଜା ଅଟେ ।
କିଡଃ ଆଡାୟ୍‌ ରାଏଜ୍‌ ଆଃ ରାଜା ହାଏ ।

ମୁହୁର୍ତ୍ତ
ଏକ୍‌ ମିନିଟ୍‌
ଘର ପୋଡ଼ିଲେ ମୁହୁର୍ତ୍ତକ ମଧ୍ୟରେ ସର୍ବନାଶ ହୁଏ ।
ଅଃ ଗଏବ୍‌କିଲାଃ ଏକ୍‌ ମିନିଟ୍‌ ଭିଃତାର୍‌ତେ ନାର୍‌ଖାର୍‌ ହଏତା ।

ମୁହାଣ
ମୁହାନ୍‍
ନଦୀ ସମୁଦ୍ର ମୁହାଣରେ ମିଶେ ।
ଖିରମ୍‌ ସମ୍‌ଦୁର୍‌ ମୁହାନ୍‌ ତେ ମିଶେତା ।

ମୁଣ୍ଡାଇ
ଗଃସିଗ୍‌
ବୁଢ଼ୀଟି ଝାଁଟି ମୁଣ୍ଡାଇ ଧରିଛି ।
କାଣାଏ ବଃ ଯେଃ ଝିର୍‌ଝିଟି ଗଃସିଗ୍‌ ।

ମୁଣ୍ଡୁଳା
ଗୋଲ
ଠିକ୍‍ ଉତ୍ତର ଉପରେ ମୁଣ୍ଡୁଳା ବୁଲାଅ ।
ଠିକ/ରାଇଟ୍‌ ଉତର୍‌ ତଭଲୁଙ୍ଗତେ ଗୋଲ୍‌ ବୁଲାଏପେ ।


logo