logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ମିରିଗ
ହରିନ୍‌
ବାଘ ନ ଥିଲେ ମିରିଗ ନାଚ କରନ୍ତି ।
କିଡଃ ଉମ୍‌ ଆକିଲାଃ ହରିନ୍‌ କି କୁଇଗ୍‌ତାକି ।

ମିତ
ମିତ/ସଏହା
ମାଙ୍କଡ଼ ଓ କୁମ୍ଭୀର ମିତ ବସିଥିଲେ ।
ବାନ୍ଦରା ର କୁଟଃ ମିତ ଡକସିଥଃ କିଆର୍‌ ।

ମିଠା
ମିଠା
ରସଗୋଲା ଭାରି ମିଠା ଲାଗେ ।
ରସ୍‌ଗୁଲା ବହୁତ (ଖୋବ୍‌) ମିଠା ଲାଃତା ।

ମିସ୍ତ୍ରୀ
ମିସ୍ତ୍ରୀ
ଘର ତିଆରି ପାଇଁ ମିସ୍ତ୍ରୀର ଆବଶ୍ୟକତା ରହିଛି ।
ଅଃ ବାଏନାଃଥମ୍‌ ମିସ୍ତ୍ରୀଆଃ ଦର୍‌କାର୍‌ ଆଃଇ ।

ମିଶାଣ
ମିଶାଏନା
ମିଶାଣ ଗଣିତର ଚାରି ସୁତ୍ରରୁ ଗୋଟିଏ ।
ମିଶାଏନା ଗନିତ୍‌ତେ ଚାଏର୍‌ଟା ନିୟମ୍‌ ତାଏ ମୁଇଙ୍ଗ୍ ହାଏ ।

ମିଳିତ
ମିଶେକରି
ମିଳିତ ଉଦ୍ୟମରେ ଅସାଧ୍ୟ ସାଧିତ ହୁଏ ।
ମିଶେକରି ଚେରେଷ୍ଟା ବାୟଃଲା ଉମ୍‌ ହଏନା କାମୁଜ୍‌ ହଏଗଃତା ।

ମୁଁ
ଇଙ୍ଗ୍
ମୁଁ ସବୁବେଳେ ସତକଥା କହିବି ।
ଇଙ୍ଗ୍ ଝାକିଭେରେ ସତ୍‌ କାୟମ୍‌ ଗାମିଙ୍ଗ୍ ।

ମୁହିଁ
ଇଙ୍ଗ୍
ମୁହିଁ ତାହା କରି ଦେଖାଇଥିଲି ।
ଇଙ୍ଗ୍ ହଜେଃ ବାୟ୍‌କରି ଅବ୍‌ଜ ସିଥେଗ୍‌ ।

ମୁଣ୍ଡ
ବକବ୍‌ତେ
ଖରାରୁ ରକ୍ଷା ପାଇବାକୁ ହେଲେ ମୁଣ୍ଡରେ ଧଳା ଟୋପି ପିନ୍ଧ ।
ଗିଡିଙ୍ଗ୍ ତାଏ ବାଞ୍ଚେନାଃଥମ୍‌ ବକବ୍‌ତେ ପଣ୍ଡରା ଟୁପି ସୁଏପେ ।

ମୁଣା
ମୁନା
ମୁଁ ମୁଣାରେ ବହି ପଟା ଧରେଁ ।
ଇଙ୍ଗ୍ ମୁନାତେ ବହିପତର୍‌ ଧଃତେ ତିଙ୍ଗ୍ ।


logo