logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ମାଉସୀ
ମ‌ଅଁସୀ
ଆମ ମାଉସୀ କଲିକତାରେ ରହନ୍ତି ।
ଏଲାଃ ମ‌ଅଁସୀ କଲ୍‌କତାତେ ରହେତାକି ।

ମାଗଣା
ମଙ୍ଗନା
ଟି.ବି. ଔଷଧ ମାଗଣା ମିଳେ ।
ଟି.ବି. କାନ୍‌ଲା ମଙ୍ଗନା କୁଇତା ।

ମାଧ୍ୟମ
ବୁଙ୍ଗ୍
ବିଦ୍ୟୁତ ସରବରାହ ପାଇଁ ତାର ମାଧ୍ୟମ ଅଟେ ।
ଲାଇନ୍‌ ସାନ୍‌ନା ଡେଲ୍‌ନାଃ ଥମ୍‌ ତାର୍‌ବୁଙ୍ଗ୍ ହଏତା ।

ମାଣ୍ଡିଆ
କୁଦା/ମଡିଆ
ମାଣ୍ଡିଆ ଜାଉ ଦେହ ପାଇଁ ହିତକାରକ ।
କୁଦା ଜାଉ ନିରୀଆଃ ଥମ୍‌ ବହୁତ୍‌ ଭଲ ହାଏ ।

ମାଡ଼ଗୋଳ
କଲେକ୍‌ କେନ୍ଦାର୍‌
ଦୁଷ୍ଟମାନେ ମାଡ଼ଗୋଳ ଖୋଜନ୍ତି ।
ବଦମାସ୍‌ କି କଲେକ୍‌ କେନ୍ଦାର୍‌ ତାମ୍‌ଲେକି ।

ମାଈ କୁକୁଡ଼ା
ମାଈ ସିଙ୍କୋଏ
ମାଈ କୁକୁଡ଼ା ଅଣ୍ଡା ଦିଏ ।
ମାଈ ସିଙ୍କୋଏ ଆଣାଃ ତେର୍‌ତେ ।

ମାଛ ବାଲା
କାଡଙ୍ଗ୍ ବାଲା
ମାଛ ବାଲା ମାଛ ବିକ୍ରି କରେ ।
କାଡଙ୍ଗ୍ ବାଲା କାଡଙ୍ଗ୍ ଅବ୍‌ ସଙ୍ଗତେ ।

ମାଁର ଭାଇ
ମାଗାଃ ଭାଇ
ମାଁର ଭାଇକୁ ଆମେ ମାମୁଁ କହୁ ।
ମାଗାଃ ଭାଇତେ ଆନିଙ୍ଗ୍ ମାମୁଁ ଗାମ୍‌ତେନିଙ୍ଗ୍ ।

ମାଁର ଭ‌ଉଣୀ
ମାଁ ବହେନ
ମାଁର ଭ‌ଉଣୀକୁ ଆମେ ମାଉସୀ କହୁ ।
ମାଁ ବହେନ୍‌ ତେ ଆନିଙ୍ଗ୍ ମ‌ଅଁସୀ ଗାମ୍‌ତେନିଙ୍ଗ୍ ।

ମ୍ୟାଚ
ମେଚ୍‌
ଆମ ବିଦ୍ୟାଳୟରେ କ୍ରିକେଟ ମ୍ୟାଚ ଚାଲିଛି ।
ଏଲାଃ ଇସ‌କୁଲ୍‌ତେ କିର୍‌କେଟ୍‌ ମେଚ୍‌ ଚଲେସିଗ୍‌ ।


logo