logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ମାଳ
ମାଲା
ସଭାରେ ଅତିଥିଙ୍କୁ ଫୁଲ ମାଳ ଦିଆଗଲା ।
ସଭାତେ ଅତିଥିତେ ପୁଲମାଲା ତେରଃକି ।

ମାଟି
ଲଃଖା
ଚିକିଟା ମାଟିରେ ଭଲ ଫସଲ ହୁଏ ।
ଚିକ୍‌ଟିଆ ଲଃଖାତେ ବନେତାସ୍‌ ହଏତା ।

ମାଖି
ଗସଃକରି
ତେଲ ମାଖି ଗାଧୋଇବା ଭଲ ।
ଜୋଲ୍‌ ଗସଃକରି ଉଆଃନା ଭଲହାଏ ।

ମାଛ
କାଡଙ୍ଗ୍
ମାଛ ଗାଲିସି ଦ୍ୱାରା ଶ୍ୱାସ କ୍ରିୟା କରେ ।
କାଡଙ୍ଗ୍ ଗାଲ୍‌ସାବୁଙ୍ଗ୍ ନିନାସ୍‌ ଡଟ୍‌ତେ ।

ମାଂସ
କୁମାଙ୍ଗ୍
ହାଡ଼ ସହିତ ମାଂସ ଲାଗିଥାଏ ।
ଜାଙ୍ଗସରି କୁମାଙ୍ଗ୍ ଲାଃସିଃତା ।

ମାମୁଁ
ମାମୁଁ
ଗତକାଲି ମାମୁଁ ଆମ ଘରକୁ ଆସିଥିଲେ ।
ଇଡାଃ ମାମୁଁ ଏଲାଃ ଅଃବୁଙ୍ଗ୍ ଡେଲ୍‌ସିଥଃକି ।

ମାଡ଼ପିଟ
ମାରପିଟ୍‌
ମଦ୍ୟପମାନେ ମାଡ଼ପିଟ କରିଥାନ୍ତି ।
ମାତୁଆଲ୍‌ କି ମାର୍‌ପିଟ୍‌ ବାଏତେକି ।

ମାଇଲା
ଗିଲଃ
ରିମି ରବିକୁ ମାଇଲା ।
ରିମି ରବିତେ ଗିଲଃ ।

ମାଠିଆ
କଡ୍‌ସୀ
ମାଠିଆରେ ଅଳ୍ପ ପାଣି ଥିଲା ।
କଡ୍‌ସୀତେ ଇଚିଃ ଡାଃ ଆକି ।

ମାଗିବା
ବର୍‌ନା
ମାଗିବା ଅପେକ୍ଷା ଦେବା ଶ୍ରେୟସ୍କର ।
ବର୍‌ନା ତାଏ ତେର୍‌ନା ମାହାଁ ହାଏ ।


logo