logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ମନଯୋଗ
ମନ୍‌ଧିଆନ୍‌
ପିଲାଏ ପାଠ ପଢ଼ାରେ ମନଯୋଗ ଦେବା ଉଚିତ ।
କୁଣୁଃକି ପାଠ୍‌ପଢ଼ାତେ ମନ୍‌ଧିଆନ୍‌ ତେର୍‌ନାଃ କାୟମ୍‌ ।

ମନଭରି
ମନଭରେ
ନନ୍ଦନକାନନର ପଶୁ ପକ୍ଷୀଙ୍କୁ ମୁଁ ମନ ଭରି ଦେଖିଲି ।
ନନ୍ଦନ୍‌କାନନ୍‌ ଆଃ ଜିବ୍‌ଜଁତୁ କିତେ ଇଙ୍ଗ୍ ମନ୍‌ଭରେ କରି ଜଏଗ୍‌ ।

ମଲାଭଳି
ଗୋଏଗ୍‌ଗୁଡ
କୁମ୍ଭୀରଟିଏ ମଲାଭଳି ପଡ଼ି ରହିଛି ।
କୁଟଃ ମୁଇଙ୍ଗ୍ ଗୋଏଗ୍‌ଗୁଡ ଗୁରସିଗ୍‌ ।

ମନିଟର
ମେନ୍‌ଟର
ରମାକୁ ଆମ ଶ୍ରେଣୀରେ ମନିଟର ବଛାଯାଇଛି ।
ରମାତେ ଏଲାଃ କିଲାସ୍‌ଆଃ ମେନ୍‌ଟର୍‌ ବାଏସିଗ୍‌ ଲେ ।

ମନ୍ଥର
ଧୀରେ
କଚ୍ଛପ ମନ୍ଥର ଗତିରେ ଚାଲେ ।
କଛୁ/କୁଲୁ ଧୀରେ ଧୀରେ ସାଙ୍ଗଗୁଟ୍‌ତା ।

ମନୋରଞ୍ଜନ
ମନୋରଞ୍ଜନ
ସେ କୌତୁକ ଦେଖାଇ ମନୋରଞ୍ଜନ କରାଏ ।
ଆଡି ମଜାକିଆ ଅବ୍‌ଜ କରି ମନୋରଞ୍ଜନ୍‌ ବାଏତେ ।

ମନାସୁଥିବା
ଭାବେନା
ଆମେ ଆମ ଦେଶର ଶୁଭ ମନାସୁଥିବା ।
ଆନିଙ୍ଗ୍ ଆନିଆଁ ଦେଶ୍‌ ଆଃ ହିତ୍‌ ଭାବେନାଃ କାୟମ୍‌ ।

ମନେ ପକାଉଁ
ସୋର୍‌ଗୁର୍‍ନା
ଅତୀତର ଗୌରବ ଆମେ ମନେ ପକାଉଁ ।
ଆଘଲିଆଃ ଗ‌ଉରବ୍‌ ଆନିଙ୍ଗ୍ ସୋର୍‌ ଅବ୍‌ଗୁର୍‌ ତେନିଙ୍ଗ୍ ।

ମସଜିଦ୍‍
ମସଜିଦ୍‍
ମୁସଲମାନ ମାନେ ମସଜିଦ୍‍କୁ ଯାଇ ପ୍ରାର୍ଥନା କରନ୍ତି ।
ପାଠାନ୍‌କି ମସ୍‌ଜିଦ୍‌ ସାନ୍‌କଲା ପାର୍‌ଥାନା/ଗହାଏର୍‌ ବାଏତେ କି ।

ମହମବତୀ
ମହମ୍‌ବତୀ
ମହମବତୀ ଭିତରେ ସୁତାଟିଏ ଥାଏ ।
ମହମ୍‌ବତୀଆଃ ଭିଃତାର୍‌ତେ ସୁଃତର୍‌ମ୍‌ ମୁଇଙ୍ଗ୍ ଆତା ।


logo