logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ମଗର
କୁଟଃ
ଗହୀରା ପାଣିରେ ମଗର ଭଲ ବଢ଼ନ୍ତି ।
ଗାସା ଡାଃତେ କୁଟୁଃ ବନେ ମାହାତାକି ।

ମୟୁର
ମେଞ୍ଜୁର
ମୟୁର ଡାକ ଦୂରକୁ ଶୁଭାଯାଏ ।
ମେଞ୍ଜୁର ଆଃ ତରଃନା/ରେମାଃନା/ସୁଲ୍‌ନା ଡିସାଃ ଜାକର୍‌ ଅଣ୍ଡର୍‌ତା ।

ମଧ୍ୟବର୍ତ୍ତୀ
ମଃଝିଆଃ
ତିନି ଓ ପାଞ୍ଚର ମଧ୍ୟବର୍ତ୍ତୀ ସଂଖ୍ୟା ଚାରି ଅଟେ ।
ଚାଏର୍‌ ତିନ୍‌ ଅଡଃ ପାଂଚ ଆଃ ମଃଝି ସଂଖ୍ୟା ହାଏ । / ତିନ୍‌ ଅଡଃ ପାଁଚ୍‌ଆଃ ମଃଝି ଚାଏର୍‌ହାଏ ।

ମହୁମାଛି
ମହୁକଣେ
ମହୁମାଛି ମହୁ ସଂଗ୍ରହ କରେ ।
ମହୁକଣେ ମଦରସ୍‌ କାବ୍‌ତିଗ୍‌ତେ ।

ମନେ ମନେ
ମନେ ମନେ
ମୁଁ ଜଣେ ଭଲ ଗାୟକ ହେବି ବୋଲି ମନେ ମନେ ଭାବୁଛି ।
ଇଙ୍ଗ୍ ମୁଇଙ୍ଗ୍ ବନେ ଗୀତୱାଲ୍‌ ହଏନାଏଙ୍ଗ୍ ଗାମ୍‌କରି ମନେ ମନେ ଭାବେତାଏଗ୍‌ଜିଙ୍ଗ୍ ।

ମହୋତ୍ସବ
ମାହାତିହାର୍‌
ବାର୍ଷିକ ମହୋତ୍ସବରେ ଆମେ ଯୋଗ ଦେଲୁଁ ।
ବରଷ୍‌କିଆ ମାହାତିହାର୍‌ତେ ଏଲେ ଡାମ୍‌କିଲେ / ଯୋଗ ତେରଃଲେ / ମିଶେକିଲେ

ମଳଦ୍ୱାର
ଚାପାଲ
ମଳଦ୍ୱାର ସଫାରଖ ।
ଚାପାଲ୍‌ ସାଫା ଉନେପେ ।

ମନୋହର
ସୁନ୍ଦର/ଲୁଭ୍‌ଲୁଭାନ୍‌
ବିଲ ହୁଡ଼ାରେ ବୁଧୁଲି ଫୁଲ ମନୋହର ଶୋଭାପାଏ ।
ଆଙ୍କାଲ ଆଃ ହିଡୋ ତେ ବୁଧୁଲିଲାଃରା ସୁନ୍ଦର/ଲୁଭ୍‌ଲୁଭାନ ଜଏତା ।

ମନମାରି
ମନ୍‌ ଦୁଃଖ
ଫେଲ ଖବର ଶୁଣି ମୁନୀ ମନ ମାରି ବସିଛି ।
ଫେଲଗଃନା ରିଜଲ୍‌ ଅଣ୍ଡର୍‌ କରି ମୁନୀ ମନ୍‌ ଦୁଃଖ ବାଏକରି ଡକସିଗ୍‌ ।

ମରାମତି
ସଜ୍‌ଡାଏନା
ପୁରୁଣା ଘରର ମରାମତି ଆବଶ୍ୟକ ।
ବାଇର୍‌ ଅଃତେ ସଜ୍‌ଡାଏନା ଦର୍‌କାର୍‌ ।


logo