logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ମ‌ଇଳା
କେଚ୍‌କେଚା
ମ‌ଇଳା ହାତରେ କିଛି ଖାଇବ ନାହିଁ ।
କେଚ୍‌କେଚା ତିଃତେ ଇହିଜ ଆବୁ ନଗେପେ ।

ମଧୁର
ମିଠା
ଆଖୁ ରସ ମଧୁର ଲାଗେ ।
କୁସିଆଏର୍‌ ରସ୍‌ ମିଠା ଲାଃତା ।

ମ‌ଉଜ
ମାଜା
ଛୁଟି ଦିନରେ ଆମେ ମ‌ଉଜ କରିଥାଉ ।
ଛୁଟି ଦିନତେ ଏଲେ ମାଜା ବାଏତେଲେ ।

ମଝିରୁ
ମଃଝିତାଏ
ବାଡ଼ିଟା ଠିକ୍‍ ମଝିରୁ ଭାଙ୍ଗିଗଲା ।
ଡାଣାଃଯେଃ ଠିକ୍‌ ମଃଝିତାଏ ପିଗ୍‌ଗଃକି ।

ମଳୟ
କାଁକର/ଠଣ୍‌ହା
ବସନ୍ତ ଋତୁରେ ମଳୟ ପବନ ବହେ ।
ଫଗୁନ୍‌ ଲେରାଙ୍ଗତେ କାଁକର/ଠଣ୍‌ହା କୟ ତାର୍‌ତେ ।

ମଧ୍ୟରେ
ଭିଃତାର୍‌ତେ
ଆମ ମଧ୍ୟରେ ରବି ଅଧିକ ଡେଙ୍ଗା ଅଟେ ।
ଏଲାଃ ଭିଃତାର୍‌ତେ ରବି ଅଏତ୍‌କା ଝାଲଙ୍ଗ୍ ହାଏ ।

ମର୍ଦ୍ଦଳ
ଢୁଲ୍‌କି
ମର୍ଦ୍ଦଳ ବାଜିଲେ ମିନି ନୃତ୍ୟ କରେ ।
ଢୁଲ୍‌କି ସଦମ୍‌ କିଲାଃ ମିନି କୁଇଗ୍‌ତା ।

ମନ୍ଦିର
ଗୁଡି/ମନ୍ଦିର
ଆରାଧନା କରିବାକୁ ଲୋକେ ମନ୍ଦିରକୁ ଯାଆନ୍ତି ।
ପୂଜା ବାଏନାଃଥମ୍‍ ଲେବୁକି ଗୁଡି/ମନ୍ଦିର ବୁଙ୍ଗ୍ ସାନ୍‌ତାକି ।

ମନୁଷ୍ୟ
ମୁନୁଷ/ଲେବୁ ମୁନୁଷ
ମନୁଷ୍ୟ ସବୁ ପ୍ରାଣୀଠାରୁ ଶ୍ରେଷ୍ଠ ଅଟେ ।
ଲେବୁ ଝାକି ଜଁତୁ ଆଃତାୟ ମାହା ହାଏ ।

ମନ୍ଦାର
ମନ୍ଦାର
ଆମ ବଗିଚଆରେ ଶ୍ୱେତ ମନ୍ଦାର ଫୁଲ ଫୁଟିଛି ।
ଏଲାଃ ବାଡିତେ ଲାଲ୍‌ ମନ୍ଦାର୍‌ ଲାଆରାଃ ଫୁଃଟେସିଗ୍‌ ।


logo