logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ମଳ
ଇଗ୍‌
ରାସ୍ତା କଡ଼ରେ ମଳ ତ୍ୟାଗ କର ନାହିଁ ।
ସଡଗ୍‌ ତରାତେ ଆବୁ ଇଜେପେ ।

ମଲ୍ଲ
ମଲ୍ଲ
ବଡ଼ ହେଲେ ମୁଁ ମଲ୍ଲ ଯୋଦ୍ଧା ହେବି ।
ମାହାଁ କିଙ୍ଗଲାଃ ଇଙ୍ଗ୍ ମଲ୍ଲ ଯୋଦ୍ଧା ହଏନାଏଙ୍ଗ୍ ।

ମଥା
ବକବ୍‌
ଓଡ଼ିଆ ବୋହୁ ମଥାରେ ଓଢ଼ଣା ଟାଣନ୍ତି ।
ଉଡିଆ ଭୁଆସେନ୍‌ ବକବ୍‌ତେ ଉଢ୍‌ନା ତେର୍‌ତେ ।

ମତ୍ସ୍ୟ
କାଡଙ୍ଗ
ଆମ ଗାଁ ପୋଖରୀରେ ମତ୍ସ୍ୟ ଚାଷ କରାଯାଇଛି ।
ଏଲାଃ କେଲ୍‌କେ ଆଃ ମୁଡାତେ କାଡ୍‌ଙ୍ଗ ତାସ୍‌ ବାଏସିଗ୍‌ କି ।

ମଞ୍ଜି
ବିଜମ୍‌
ମଞ୍ଜିରୁ ଗଜା ବାହାରେ ।
ବିଜମ୍‌ ତାଏ ଗାଜା ମୁଃତା ।

ମହିମା
ମହିମା
ଈଶ୍ୱର ସମସ୍ତ ମହିମା ପାଇବାକୁ ଯୋଗ୍ୟ ।
ଭଗମାନ୍‌ ଝାକି ମହିମା କୁଇନାଃଥମ୍‌ ହକ୍‌ଦାର୍‌ ହାଏ ।

ମ‌ଉସା
ମଅଁସା
ଖରା ଛୁଟିରେ ମୁଁ ମ‌ଉସା ଘରକୁ ଯିବି ।
ଗିଡିଂ ଛୁଟିତେ ଇଙ୍ଗ୍ ମ‌ଅଁସା ଅଃ ସାନାଏଙ୍ଗ୍ ।

ମରୁଡ଼ି
ମର୍‌ଡି/ଆକାଲ୍‌
ମରୁଡ଼ି ହେଲେ ଲୋକେ ବହୁତ କଷ୍ଟ ପାଆନ୍ତି ।
ମର୍‌ଡି ହଏକିଲାଃ (ଗୁରକିଲାଃ) ଲେବୁ କି ବହୁତ୍‌ କଷଟ୍‌ କୁଇତେ କି ।

ମହୁଲ
ମୁରୁନ୍‌
ମହୁଲ ଫଳମଞ୍ଜିରୁ ତେଲ ବାହାରେ ।
ମୁରୁନ୍‌ ଲକୁଆଃ ବିଜମ୍‌ ତାଏ ଜୋଲ୍‌ ମୁଃତା ।

ମ‌ଇଁଷି
ବନ୍ତେଲ
ଆମେ ହଳେ ମ‌ଇଁଷି ପାଳିଛୁ ।
ଏଲେ ମୁଇଙ୍ଗ୍ ହଲ୍‍ ବନ୍ତେଲ୍‌ ଉନ୍‌ସିଗ୍‌ଲେ ।


logo