logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଭୁସ୍‌ କରି
ଭୁସ୍‌ କରି
ମୀନା ବାଲିରେ ଭୁସ୍‌ କରି ପଡ଼ିଗଲା ।
ମୀନା ବାଏଲ୍‌ ତେ ଭୁସ୍‌ କରି ଗୁର୍‌ଗଃକି ।

ଭୁଲିବୁନି
ଆବୁ ଇରିବମ୍‌
ପିତାମାତାଙ୍କ ପରାମର୍ଶ ଭୁଲିବୁନି ।
ବୁଆ ମାଁ ଗାମ୍‌ଗାମ୍‌ କାୟମ୍‌ ଆବୁ ଇରିବମ୍‌ ।

ଭୂମି
ଜମିନ୍‌
ଉର୍ବର ଭୂମିରେ ଭଲ ଚାଷ ହୁଏ ।
ପଁକୁ ଜମିନ୍‌ ତେ ଭଲ ତାସ୍‌ ହଏତା ।

ଭେଳା
ଭେଲା
ପାରାଦ୍ୱୀପରେ ଜାହାଜ ଭେଳା ଭେଳା ରହିଛି ।
ପାରାଦୀପ ତେ ଜାହାଜ୍‌ ଭେଲା ଭେଲା ଆଃଇ ।

ଭେରୀ
ଭେରୀ
ଯୁଦ୍ଧ ସମୟରେ ଭେରୀ ବାଜି ଉଠେ ।
ଯୁଧ ବେଡାତେ ଭେରୀ ବାଜେ ଉଠେତା ।

ଭୋକ
ବେତୁଡ୍‌
କାମ କଲେ ଭୋକ ଲାଗେ ।
କାମୁ କିଲା ବେତୁଡ୍‌ ଲାଃ ତା ।

ଭୋଜି
ଭୁଜି
ଆମେ ଭୋଜି କରିବା ପାଇଁ ବଣକୁ ଯାଇଥିଲୁ ।
ଏଲେ ଭୁଜି ବାଏନାଃ ଥମ୍‌ ଆଡାଏତିଗ୍‌ ସାନ୍‌ସିଥଃଲେ ।

ମନ
ମନ୍‌
ସରଳ ମନ ଯାହାର ସେ ଶାନ୍ତିରେ ରହେ ।
ବେରାଃମନ୍‌ ସଫା ଆଡି ସୁଖେ ରହେତା ।

ମଜା
ମାଜା
ଦୋଳି ଖେଳିବାକୁ ଭାରି ମଜା ଲାଗେ ।
ଦୁଲି ଝୁଲେନାଃଥମ୍‌ ଭାରି ମାଜା ଲାଃତା ।

ମକା
ଜଣ୍ଢରା
ନବରଙ୍ଗପୁର ଅଞ୍ଚଳରେ ପ୍ରଚୁର ମକା ଚାଷ ହୁଏ ।
ନବ୍‌ରଙ୍ଗପୁର କେଲ୍‌କେତେ (ଏରିଆତେ) ବହୁତ ଜଣ୍ଢରା ତାସ୍‌ ହଏତା ।


logo