logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଭ‌ଉଣୀ
କୁଲାମ ଡାଏ
ଋତୁ ମୋର ସାନ ଭ‌ଉଣୀ ଅଟେ ।
ଋତୁ ଇଙ୍ଗାଃ କନ୍‌ହନ୍‌ କୁଲାମ୍‌ଡାଏ ହାଏ ।

ଭାଇବନ୍ଧୁ
ଭାଏ ବନ୍ଧୁ
ଆମର ଅନେକ ଭାଇବନ୍ଧୁ ଅଛନ୍ତି ।
ଏଲାଃ କିଃତେ ଭାଏବନ୍ଧୁ ଆଏଗ୍‌କି ।

ଭାଗକୁ
ଭାଗ୍‌ତେ
ବାଇଗଣ ଭାଗକୁ ଦଶ ଟଙ୍କା ରହିଛି ।
କାଣ୍ଡରେଗ୍‌ ଭାଗ୍‌ତେ ଦଶ ରୁପିଆ ରହେସିଗ୍‌ ।

ଭାଗରେ
ଭାଃଗତେ
ମୋ ଭାଗରେ କଲମ ପଡ଼ିଲା ।
ଇଙ୍ଗାଃ ଭାଃଗତେ ଫଲଟେନ୍‌ ଗୁର୍‌କି ।

ଭିକ
ଭିଃକ
ଅସହାୟ ଲୋକ ଭିକ ମାଗି ବୁଲନ୍ତି ।
ବେରାଃବେର୍‌ଜ ଉମ୍‌ ଆନା ଲେବୁ ଭିଃକ ବର୍‌ନା ବୁଲିତା ।

ଭିଡ଼
ଭିଡ୍‌
ହାଟରେ ବହୁତ ଲୋକଙ୍କର ଭିଡ଼ ଜମେ ।
ହାଟ୍‌ତେ ମୁରୁକ୍‌ ଲେବୁକିଆଃ ଭିଡ୍‌ ଜମେତା ।

ଭିନ୍ନ
ଅଲଗା
ତେଲୁଗୁ ଭାଷା ଓଡ଼ିଆ ଭାଷାଠାରୁ ଭିନ୍ନ ଅଟେ ।
ତେଲ୍‌ଗୁ ଭାଷା ଉଡିଆ ଭାଷାତାୟ ଅଲ୍‌ଗା ହାଏ ।

ଭିନ୍ନତା
ଅଲଗା ଅଲଗା
ପ୍ରତ୍ୟେକ ଲୋକଙ୍କଠାରେ ଭିନ୍ନତା ଦେଖାଯାଏ ।
ଝାକି ଲେବୁକିଆଃ ତେ ଅଲ୍‌ଗା ଅଲ୍‌ଗା ଜୟ୍‌ତା/ଜୟଡମତା ।

ଭୁଷୁଡ଼ି
ଭଁଷ୍‌ଡେ
ଦୁର୍ବଳ ଥିବାରୁ ଘରଟି ଭୁଷୁଡ଼ି ପଡ଼ିଗଲା ।
ଦୁରବୁଲିଆଃ ଥମ୍‌ ଅଃଯେଃ ଭଁଷ୍‌ଡେ ଗୁର୍‌ଗଃକି ।

ଭିତରେ
ଭିଃତାର୍‌ତେ
ବାଉଁଶ ଭିତରେ ପୋଲା ଥାଏ ।
କଣେଙ୍ଗ୍ ଭିଃତାର୍‌ତେ ପୁଲା ଆତା ।


logo