logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଭାରି
ଉଜନ୍‍
ବାଲି ଭାରି ଲାଗେ ।
ବାଏଲ୍‌ ଉଜନ୍‌ ଲାଃତା/କେଁଢେଲ ଲାଃତା ।

ଭାଷଣ
ଭାଷଣ
ସଭାରେ ଭାଷଣ ଦେଇ ମୁଁ ପୁରସ୍କାର ପାଇଲି ।
ସଭାତେ ଭାଷଣ ତେର୍‌ କଲା ଇଙ୍ଗ୍ ପୁରୁସ୍‌କାର୍‌ କୁଏଗ୍‌ ।

ଭାବ
ଭାବ୍‌
ଏହାର ଭାବ ମୁଁ ବୁଝି ପାରୁନାହିଁ ।
ଉକ୍‌ଡାଃ ଭାବ୍‌ ଇଙ୍ଗ୍ ବୁଃଝିନା ଉମ୍‌ ପାଲତାଏଗ୍‌ ଜିଙ୍ଗ୍ ।

ଭାଗ
ଭାଗ୍‌
ଏକ ଟଙ୍କାକୁ ଚାରି ଭାଗ କଲେ ପଚିଶି ପ‌ଇସା ହୁଏ ।
ମୁଇଙ୍ଗ୍ ରୁପିଆତେ ଚାଏର୍‌ ଭାଗ୍‌ ବାୟଲାଃ ପଚିଶ୍‌ ପଏସା ଲେଖା ହଏତା ।

ଭାଜ୍ୟ
ଭାଜ୍ୟ
ଯେଉଁ ସଂଖ୍ୟାକୁ ଭାଗ କରାଯାଏ ତାହାକୁ ଭାଜ୍ୟ କହନ୍ତି ।
ଆତ୍‌ ସଂଖ୍ୟାତେ ଭାଗ୍‌ ବାଏଡମ୍‌ତା/ବାଏତେକି ଆଡ୍‌ତେ ଭାଜ୍ୟ ଗାମ୍‌ତେକି ।

ଭାଜକ
ଭାଜକ୍‌
ଯାହା ଦ୍ୱାରା ଭାଗ କରାଯାଏ ତାହାକୁ ଭାଜକ କହନ୍ତି ।
ବେରାଃବୁଙ୍ଗ୍ ଭାଗ୍‌ ବାଏଡମ୍‌ତା/ବାଏତେକି ଆଡ୍‌ତେ ଭାଜକଗାମ୍‌ତେ କି ।

ଭାଗଫଳ
ଭାଗ୍‌ଲକୁ
ଭାଗ କଲେ ଫଳ ଯାହା ମିଳେ ତାହା ଭାଗଫଳ ଅଟେ ।
ଭାଗ୍‌ ବାଏକରି ଲକୁ ଯାହା କୁଇତା ହଜେଃ ଭାଗ୍‌ଲକୁ ଗାମ୍‌ତେକି ।

ଭାଗଶେଷ
ଭାଗଶେଷ
ଭାଗ କରି ଯାହା ଶେଷ ହେଲା ବା ବଳିଲା ତାହାକୁ ଭାଗଶେଷ କୁହାଯାଏ ।
ଭାଗ୍‌ ବାଏକରି ଯାହା ଶେଷ୍‌ତେ ରହେକି ବା ବାଞ୍ଚେକି ଆଡ୍‌ତେ ଭାଗଶେଷ ଗାମ୍‌ତେକି ।

ଭାଗକେ
ଭାଗ୍‌ତେ
ଭାଗକେ ଏକ କିଲୋଗ୍ରାମ ପଡିଛି ।
ଭାଗ୍‌ତେ ମୁଇଙ୍ଗ୍ କେଜି ଗୁର୍‌ସିଗ୍‌ ।

ଭାଙ୍ଗିଗଲା
ପିଗ୍‌ ଗଃକିଃ
ହାତରୁ ଖସି କାଚ ଗ୍ଲାସଟି ଭାଙ୍ଗିଗଲା ।
ତିଃ ତାଏ ଖଁସ୍‌ରେକରି କାଁଚ ଗିଲାସ୍‌ ଯେଃ ପିଗ୍‌ ଗଃକି ।


logo