logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଭରସା
ଭାର୍‌ସା
ଆମେ ଈଶ୍ୱରଙ୍କଠାରେ ଭରସା ରଖିବା ଉଚିତ ।
ଆନିଙ୍ଗ୍ ଭଗ୍‌ମାନ୍‌ ଆଃ ତଭଲୁଙ୍ଗତେ ଭାରସା ଉନ୍‌ନାଃ କାୟମ୍‌ ।

ଭକତି
ଭକ୍ତି
ପିତାମାତାଙ୍କୁ ଭକତି କରିବା ଉଚିତ ।
ବୁଆ ମାଁ ତେ ଭକ୍ତି ବାଏନାଃ କାୟମ୍‌ ।

ଭଲ୍ଲୁକ
ଭାଲୁ/ବାନାୟ
ଭଲ୍ଲୁକ ଅତ୍ୟନ୍ତ ହିଂସ୍ର ଅଟେ ।
ଭାଲୁ ବହୁତ ରାଗି ହାଏ ।

ଭସାଇ
ଭାସାଏ
ନଦୀ ବଢ଼ିଲେ ଅନେକ ଘର ଭସାଇ ଦିଏ ।
ଖିରମ୍‌ ବଢ଼େକିଲାଃ କିଃତେ ଅଃ ଭାସାଏ ଡଡ୍‌ଡୁ ତେ ।

ଭର୍ତ୍ସନା
କଲେଗ୍‌ନା
ଅଦାଲତ ସରକାରଙ୍କୁ ଭର୍ତ୍ସନା କରିଥାଏ ।
କୋର୍ଟ କଛରୀ ସାରକାରତେ ଠିକ୍‌ କାମୁ ଉମ୍‌ ବାୟଲାଃ କଲେଗ୍‌ତା ।

ଭଳି କି ଭଳି
ସୁନ୍ଦର ସୁନ୍ଦର
ଦୋକାନରେ ଭଳି କି ଭଳି କଣ୍ଢେଇ ଅଛି ।
ଦୁକାନ୍‍‌ ତେ ସୁନ୍ଦର ସୁନ୍ଦର ପୁତ୍‌ଲି ଆଃଇ ।

ଭଲ ଲାଗିଲା
ଠିକ୍‌ ଲାଃକି
ବ୍ୟାୟାମ ତାଙ୍କୁ ଭଲ ଲାଗିଲା ।
ବିଆମ୍‌ ଆଡ୍‌ତେ ଠିକ୍‌ ଲାଃକି ।

ଭାତ
ପେଗ୍‌
ଭାତରୁ ଆମକୁ ଶକ୍ତି ମିଳେ ।
ପେଗ୍‌ ତାୟ ଆନିଙ୍ଗତେ ବଡକୁଇତା ।

ଭାଲୁ
ବାନାୟ
ଭାଲୁ ଉଇ ଖାଇବାକୁ ଭଲ ପାଏ ।
ବାନାୟ ତବ୍‌ଦିର ନଃନା ଥମ୍‌ ଭଲ କୁଇତେ ।

ଭାଇ
ଭାଇ
ମୋ ଭାଇ କଟକରେ ରହି ଚାକିରୀ କରନ୍ତି ।
ଇଙ୍ଗାଃ ଭାଇ କଟକ୍‌ତେ ରହେ କଲା ନକ୍‌ରୀ ବାଏତେ ।


logo