logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ବୃଦ୍ଧି
ବଢ଼େନା
ଜନସଂଖ୍ୟା ବୃଦ୍ଧି ଦେଶର ବଡ଼ ସମସ୍ୟା ଅଟେ ।
ଲେବୁ ସଂଖ୍ୟା ବେଢ଼ନା ଦେଶ୍‌ଆଃ ମାହାଁ ଚିନ୍ତା ହାଏ ।

ବୃତ୍ତ
ଗୋଲ
ବୃତ୍ତର ଗୋଟିଏ କେନ୍ଦ୍ର ଥାଏ ।
ଗୋଲଆଃ ମୁଇଙ୍ଗଗା କେନ୍ଦ୍ର ଆତା ।

ବୃଷ୍ଟି
ବରଷା
ଅନିୟମିତ ବୃଷ୍ଟି କୃଷି ପାଇଁ ଅନୁକୂଳ ନୁହେଁ ।
ମେଲାଏ ମେଲାଏ ବର୍‌ଷା ଡାଃ ତାସ୍‌ ଲାଗିନ୍‌ ଠିକ୍‌ ଆଣିଗ୍‌ ।

ବୃଦ୍ଧ
ବୁଢ଼ା
ବୃଦ୍ଧ ବୟସରେ ସାହାଯ୍ୟ ଆବଶ୍ୟକ ।
ବୁଢ଼ା ବୟେସ୍‌ତେ ସାହେଜ୍‌ ଦର୍‌କାର୍‌ ।

ବୃଥା
ବେକାର୍‌
ପରିଶ୍ରମ ବୃଥା ଯାଏ ନାହିଁ ।
ମେହେନତ୍‌ ବେକାର୍‌ ଉମ୍‌ ସାନ୍‌ତା ।

ବୃହତ୍ତମ
ମାହାଁ
ନ‌ଅ ଏକ ଅଙ୍କର ବୃହତ୍ତମ ସଂଖ୍ୟା ଅଟେ ।
ନ‌ଅ ମୁଇଙ୍ଗ୍ ଅକଂଆନା ମାହାଁ ସଂଖ୍ୟା ହାଏ ।

ଭଲ
ଭଲ
କ୍ଲୋରୋକୁଇନ୍‍ ଖାଇବା ପରେ ମୋ ମ୍ୟାଲେରିଆ ଜ୍ୱର ଭଲ ହୋ‌ଇଗଲା ।
କ୍ଲୋରୋକୁଇନ୍‍ ନଃଖେଗ୍‌ତାଏ ଇଙ୍ଗାଃ ମେଲେରିଆ କୁଲ୍‌ଡାଃ ମେଲାଏ ଗଥଃ ।

ଭୟ
ବତଙ୍ଗ୍
ବାଘ ଦେଖି ମୁଁ ଭୟ କଲି ।
କିଡଃ ଜୟକରି ଇଙ୍ଗ୍ ବତଙ୍ଗ୍ ଗଃକିଙ୍ଗ୍ ।

ଭକ୍ତ
ଭକ୍ତିଆ
ଭକ୍ତମାନେ ଈଶ୍ୱରଙ୍କଠାରେ ଆରାଧନା କରନ୍ତି ।
ଭକ୍ତିଆକି ଭଗମାନ୍‌ଆଃ ପୂଜା ବାଏତେ କି ।

ଭଗ୍ନ
ଭଙ୍ଘାଃଟୁଟା
ଆମ ଦେଶର ପୂରାତନ କୀର୍ତ୍ତୀ ଭଗ୍ନାବସ୍ଥାରେ ରହିଛି ।
ଆନିଆଁ ଦେଶ୍‌ ଆଃ ପୁର୍‌ନା କିର୍‌ତୀ ଭଙ୍ଘାଃଟୁଟା ଅବସ୍ଥାତେ ଗୁର୍‌ସିଗ୍‌ ।


logo