logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ବୋକା
ବେଡା
ବୋକା ଲୋକ କିଛି କରି ପାରେ ନାହିଁ ।
ବେଡା ଲେବୁ ଇହିଜ ବାଏନା ଉମ୍‌ ପାଲ୍‌ତେ ।

ବ‌ଇଦ
ବୋଏଦ୍‌
ବ‌ଇଦ ଚଏରି ମୂଲି ଔଷଧ ଦିଏ ।
ବୋଏଦ୍‌ ଚେରିମୂଲି କାନ୍‌ଲା ତେର୍‌ତେ ।

ବୈଶାଖ
ଜେଠ୍‌
ବୈଶାଖ ମାସରେ ଟାଣ ଖରା ହୁଏ ।
ଜେଠ୍‌ ଲେରାଙ୍ଗ୍ ମୁରୁକ୍‌ ଗିଡିଙ୍ଗ୍ ହଏତା ।

ବ୍ୟସ୍ତ
ଚିନ୍ତା
ମୁଁ ବିଳମ୍ବରେ ଘରକୁ ଫେରିଲେ ମାଁ ବ୍ୟସ୍ତ ହୁଅନ୍ତି ।
ଇଙ୍ଗ୍ ଡେରିତେ ଅଃ ଏଙ୍ଗକିଲାଃ ମାଁ ଗିଙ୍ଗ୍ ଚିନ୍ତାତେ ଗୁର୍‌ତା ।

ବ୍ୟତୀତ
ଛାଡା
ମୋ ବ୍ୟତୀତ କେହି ଏ କାମ କରି ପାରିବେ ନାହିଁ ।
ଇଙ୍ଗାଃ ଛାଡା ବେର୍‍ଜ ଉକାମୁ ବାଏନା ଉମ୍‌ ପାଲ୍‌ତେ କି ।

ବ୍ୟାଟ
ବେଟ୍‌
ବ୍ୟାଟରେ କ୍ରିକେଟ ଖେଳାଯାଏ ।
ବେଟ୍‌ ବୁଙ୍ଗ୍ କିର୍‌କେଟ୍‌ ଏବଃ ତାକି ।

ବ୍ୟାଗ
ମୁନା
ମୁଁ ବହିପତ୍ର ବ୍ୟାଗ୍‌ରେ ଧରେଁ ।
ଇଙ୍ଗ୍ ବହିପତର୍‍ ମୁନାତେ ଧଃତେ ତିଙ୍ଗ୍ ।

ବ୍ୟାଘ୍ର
କିଡଃ
ଆମ ଜଙ୍ଗଲରୁ ବ୍ୟାଘ୍ର ଶୀକାର ନିଷେଧ ଅଟେ ।
ଆନିଆଁ ଆଡାୟ୍‌ତାୟ୍‌ କିଡଃ କୁମାଙ୍ଗ୍ ବାଏନା ମନାହାଏ ।

ବ୍ୟାୟାମ
ବିଆମ୍‌
ବ୍ୟାୟାମ କଲେ ଶରୀର ସୁସ୍ଥ ରହେ ।
ବିଆମ୍‌ ବାୟଃଲାଃ ନିରୀ ସୁନ୍ଦର୍‍ ନିରୋଗ ରହେତା ।

ବୃତ୍ତି
ବେଉସା
ମାଛ ମାରିବା କେଉଁଟର ବୃତ୍ତି ଅଟେ ।
କାଡଙ୍ଗ୍ ତାର୍‌ନା ଝରାଃ ବେଉସା ହାଏ ।


logo