logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ବେଳା
ବେଡା
ସକାଳ ବେଳା ମନ ପ୍ରଫୁଲ୍ଲ ରହେ ।
ମିଆଁ ବେଡା ମନ୍‌ ଚାଙ୍ଗା / ଖୁସ୍‌ ଆତା/ରହେତା ।

ବେଲୁନ
ଫୁକା
ଫୁଙ୍କିଲେ ବେଲୁନ ଫୁଲିଯାଏ ।
ହୁମ୍‌ପେରଲାଃ ଫୁକା କୁଙ୍ଗ୍ ଗଃତା ।

ବେଲପତ୍ର
କୁଲାବ୍‌ଉଲାଃ
ବେଲପତ୍ର ପୂଜାରେ ବ୍ୟବହୃତ ହୁଏ ।
କୁଲାବ୍‌ଉଲାଃ ପୂଜାତେ ବେଭାର୍‌ ହଏତା ।

ବେଙ୍ଗ
ବେଙ୍ଗା
ବେଙ୍ଗ ଏକ ଉଭୟଚର ପ୍ରାଣୀ ଅଟେ ।
ବେଙ୍ଗାମୁଇଙ୍ଗ୍ ଡାଃତେ ଢ଼ିପାତେ ରହେନା ଜଁତୁ ହାଏ ।

ବେଗି
ଜଲ୍‌ଦି
ରବି ଡାକୁଛି ବେଗି ଆସ ।
ରବି ରେମାତାଏଗ୍‌ ଜଲ୍‌ଦି ଆଏ/ଡେଲ୍‌ନା ।

ବେଶୀଥର
ଥର୍‌ କେ ଥର୍‍
ସତ କହିବାକୁ ବାପା ମୋତେ ବେଶୀଥର କହିଥାନ୍ତି ।
ସତ୍‌ ଗାମ୍‌ନାଃଥମ୍‌ ବୁଆଗିଙ୍ଗ୍ ଇଙ୍ଗତେ ଥର୍‌କେଥର୍‌ ଗାମ୍‌ତେ ।

ବେସରକାରୀ
ବେସାରକାରୀ
ବେସରକାରୀ ଅନୁଷ୍ଠାନ ଲୋକ ଚଲାନ୍ତି ।
ବେସାରକାରୀ ଅନୁଷ୍ଠାନ ଲେବୁକି ଚଲାଏତେକି ।

ବେଳେବେଳେ
ମେସନ୍‌ ମେସନ୍‌
ବେଳେବେଳେ ଭୂମିକମ୍ପ ହୋ‌ଇଥାଏ ।
ମେସନ୍‌ ମେସନ୍‌ ଧର୍‌ତୀ ଡଲେତା ।

ବୋ‌ଇତ
ଡ଼ଙ୍ଗା
ସାଧବ ପିଲାମାନେ ବୋ‌ଇତରେ ବିଦେଶ ଯାଉଥିଲେ ।
ସାଧବ୍‌ କୁଣୁଃକି ଡଙ୍ଗାତେ ଦୁରୁମ୍‌ ଦେଶ୍‌ ସାନ୍‌ ଖାନ୍‌ତାକି ।

ବୋଧହୁଏ
କୋଏଜାନ୍‌
ବୋଧହୁଏ ବାପା ଆଜି ଘରକୁ ଆସିବେ ।
କୋଏଜାନ୍‌ ! ବୁଆଗିଙ୍ଗ୍ ମୁସା ଅଃବୁଙ୍ଗ୍ ଡେଲ୍‌ନାକି ।


logo