logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ବୁଢ଼ା
କେଣ୍ଡର୍‌ବଃ
ବୁଢ଼ା ଲୋକକୁ ସାହାଯ୍ୟ କର ।
କେଣ୍ଡର୍‌ବଃ ଲେବୁତେ ସାହେଜ୍‌ ବାଏପେ ।

ବୁଢ଼ୀ ମାଁ
ଆଈ ମାଁ
ଆମ ବୁଢ଼ୀ ମାଁ ଭଲ ଗପ କହି ଜାଣନ୍ତି ।
ଏଲାଃ ଆଈ ମାଁ ଭଲ୍‌ କଥନୀ ଗାମ୍‌ନା ସଏଗ୍‌ତେ ।

ବୁଣିବା
ତିଆରବାଏନା
ଲୁଗା ବୁଣିବା ତନ୍ତୀର ବୃତ୍ତି ଅଟେ ।
ଛିଡା ତିଆର୍‌ବାଏନା ହରିଜନ୍‌ (ତନ୍ତୀ) ଲେବୁଆଃ କାମୁ ହାଏ ।

ବୁଝାଇ
ବୁଝାଏ
ଖାତା କିପରି ସିଲେଇ ହେବ ତାହା ଭାଇ ବୁଝାଇ ଦେଲେ ।
ଖାତା ଇଘାଏ ଟିଃପନାହଏନା ହଜେଃ ଭାଇ ବୁଝାଏ ଗଥଃ ।

ବୁଦାଳିଆ
ବୁଦାଗୁଡ
ବଗିଚାର ବୁଦାଳିଆ ଘାସ ଉପାଡ଼ି ଦିଅ ।
ବାଡିଆଃ ବୁଦାଗୁଡ୍‌ ଘାସଲାଟା କିତେ ଉଜାଃ ଗଡେପେ ।

ବୁଡ଼ାଇବା
ବଥାନା
ଜଳ ପାତ୍ରରେ ହାତ ବୁଡ଼ାଇବା ଅନୁଚିତ ।
ଡାଃ କଡ୍‌ସିତେ ତିଃ ବଥାନା ଠିକ୍‌ ଆଣିଗ୍‌ ।

ବୁଢାମାଙ୍କଡ଼
ବୁଢ଼ା ବାନ୍ଦରା
ବୁଢାମାଙ୍କଡ଼ ଗଛରେ ଆଉ ଡେଇଁ ପାରୁନି ।
ବୁଢ଼ା ବାନ୍ଦରା ଦାରୁତେ ଅଡଃ ଡେଗେନା ଉମ୍‌ପାଲତାଏଗ୍‌ ।

ବୁଝାମଣା
ବୁଝାମନା
ଦୁଇ ଦେଶ ମଧ୍ୟରେ ବେଳେବେଳେ ବୁଝାମଣା ହୁଏ ।
ଦୁହି ଦେଶ୍‌ ଭିଃତାର୍‌ତେ ମେସନ୍‌ ମେସନ୍‌ ବୁଝାମନା ହଏତା ।

ବୁଦ୍ଧିଦାତା
ବୁଃଧିତେର୍‌ନାବାଲା
ଈଶ୍ୱର ବୁଦ୍ଧିଦାତା ଅଟନ୍ତି ।
ଭଗ୍‌ମାନ୍‌ ବୁଃଧିତେର୍‌ନାବାଲା ହାଏ ।

ବେମାର
କସୁ
ରାଜୁ ଜ୍ୱରରେ ବେମାର ପଡିଛି ।
ରାଜୁ କୁଲ୍‌ଡାଃ କସୁତେ ଗୁର୍‌ସିଗ୍‌ ।


logo