logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ବିଶ୍ୱ
ସାରାଦୁନିଆଁ
ଈଶ୍ୱର ବିଶ୍ୱ ବିଧାତା ଅଟନ୍ତି ।
ଭଗମାନ୍‌ ସାରାଦୁନିଆଁ ହର୍‍ତା କର୍‌ତା ହାଏ ।

ବିଡ଼ା
ବିଡ଼ା
ଶାଗ ବିଡ଼ାକର ଦାମ କମ୍‍ ରହିଛି ।
ଶାଃଗ ବିଡାଃ ଦାମ୍‌ କମ୍‌ଆଃଇ ।

ବିଶ୍ରାମ
ଥାକେତାର୍‌ନା/ଆରାମ୍‌
ବାଟୋ‌ଇମାନେ ଗଛ ଛାଇରେ ବିଶ୍ରାମ ନିଅନ୍ତି ।
ଗଃଝୁଙ୍ଗ୍ ସାଉଁଡ୍‌ନା ଲେବୁକି ଦାରୁ ଲଙ୍ଗେତେ ଥାକେ ତାର୍‌ତେ କି ।

ବିକାଳି
ଅବ୍‌ସଙ୍ଗନାଲେବୁ
ବିକାଳି ସବୁବେଳେ ଲାଭ ଚାହେଁ ।
ଅବ୍‌ସଙ୍ଗନାଲେବୁ ଝାକି ଭେରେ ଲାଭ୍‌ ଚାହେଁତେ ।

ବିଜ୍ଞ
ବେଶିସଏଗ୍‌ନା
ବିଜ୍ଞ ଲୋକମାନଙ୍କର ପରାମର୍ଶ ଗ୍ରହଣ କର ।
ବେଶିସଏଗ୍‌ନା ଲେବୁ କିଆଃ ସାଲ୍‌ହାତେ ମାନେ‌ଏପେ । / ବୁଧିମାନ୍‌ ଲେବୁ କିଆଃ ସାଲ୍‌ହାତେ ମାନେ‌ଏପେ ।

ବିଜ୍ଞପ୍ତି
ଗେଜେଟ୍‌
ବିଜ୍ଞପ୍ତି ପାଠ କରି ଅନେକ କଥା ଜାଣିହୁଏ ।
ଗେଜେଟ୍‌ ପଢ଼େକଲାଃ ଖୋବ୍‌ କାୟମ୍‌ କଙ୍ଗଡମ୍‌ତା ।

ବୀରତ୍ୱ
ସାହାସ୍‌
ଭାରତୀୟ ମାନଙ୍କ ବୀରତ୍ୱ ପୃଥିବୀ ଜାଣେ ।
ଭାରତ୍‌ଆଃ ଲେବୁକିଆଃ ସାହାସ୍‌ ପୁର୍‌ଥିଗଟା ଜାଣାଏତେ ।

ବୀର ଭୂମି
ସାହାସ୍‌ ଜାଗା
ଆମ ଦେଶ ବୀରଭୂମି ଅଟେ ।
ଆନିଆଃ ଦେଶ୍‌ ସାହାସ୍‌ ଜାଗାଃ ଦେଶ୍‌ ହାଏ ।

ବୁଦ୍ଧିମାନ
ହୁସିଆର୍‌
ବୁଦ୍ଧିମାନ ପିଲା ମନ ଦେଇ ପାଠ ପଢେ ।
ହୁସିଆର୍‌ କୁଣୁଃ ମନ୍‌ ତେର୍‌ କଲାପାଟ୍‌ ପଢ଼େତା ।

ବୁଦା
ବୁଦା
ଘର ଚାରି ପଟେ ବୁଦା କାଟି ପକାଅ ।
ଅଗାଃ ଚାରିପାଖଆଃ ବୁଦା ସଫା ବାଏପେ ।


logo