logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ବିକ୍ରି
ଅବ୍‌ସଙ୍ଗନା
ବେପାରୀମାନେ ବିକ୍ରି ପାଇଁ ବଳଦ ହାଟକୁ ଆଣନ୍ତି ।
ବେପ୍‌ରିଆ କି ଅବ୍‌ସଙ୍ଗନାଃ ଥମ୍‌ ହାଟ୍‌ ବୁଙ୍ଗ୍ ଅରେଗ୍‌ ଅଲତେ କି ।

ବିନିମୟ
ସଠିକ୍‌
ଟଙ୍କାର ବିନିମୟ ମୂଲ୍ୟ ସବୁବେଳେ ଅସ୍ଥିର ଥାଏ ।
ରୁପିଆଃ ସଠିକ୍‍ ଦାମ୍‌ ଝାକିଭେରେ ଅଥିର୍‌ ଆତା ।

ବିଲ
ଆଙ୍କାଲ
ଗହୀର ବିଲରେ ଭଲ ଫସଲ ହୁଏ ।
ଗାଢ଼ାଃ ଜମିନ୍‌ ତେ ଭଲ୍‌ ତାସ୍‌ ହଏତା ।

ବିଦ୍ୟାଳୟ
ଇସ୍‌କୁଲ
ରବିବାର ବିଦ୍ୟାଳୟ ଛୁଟି ରହେ ।
ରଏବାର୍‌ ଦିନ ଇସ୍‌କୁଲ ଛୁଟି ଆତା ।

ବିଜୟୀ
ଜିତେନା
ଆମେ ଦିନେ ନିଶ୍ଚୟ ବିଜୟୀ ହେବା ।
ଆନିଙ୍ଗ୍ ମୁସ୍‌ନିଙ୍ଗ୍ ଜେନ୍‌ତା ଲାଃଜଃ ଜିତେ ନାନିଙ୍ଗ୍ ।

ବିପଦ
ବିପ୍‌ତି/ଅସୁବିଧା
ବିପଦ ବେଳେ ସାହସ ଧରି କାର୍ଯ୍ୟ କର ।
ବିପ୍‌ତି ବେଡାତେ ସାହାସ୍‌ ଧଃତେ କରି କାମୁନାପେ ।

ବିଳମ୍ବ
ଡେରି
ବିଳମ୍ବରେ ବିଦ୍ୟାଳୟକୁ ଯିବା ଅନୁଚିତ ।
ଡେରିତେ ଇସ୍‌କୁଲବୁଙ୍ଗ୍ ସାନ୍‌ନା ଠିକ୍‌ ଆଣିଗ୍‌ ।

ବିଭକ୍ତ
ଭାଗ୍‌
ବିଭକ୍ତ ଦୁଇ ମାନେ ଅଧା ।
ଭାଗ୍‌ଆଃ ଉବଆ‌ ମାନେ ଆଧା ।

ବିଶ୍ୱ ବିଦ୍ୟାଳୟରେ
କଲେଜ
ବିଶ୍ୱ ବିଦ୍ୟାଳୟରେ ଅନେକ ଦେଶର ପିଲା ପଢନ୍ତି ।
କଲେଜ୍‌ତେ ବହୁତ୍‌ ରାଏଜଆଃ କୁଣୁଃକି ପଢ଼େତାକି ।

ବିଚ୍ଛେଦ
ବିଛୋଡ୍‌
ବେଳେବେଳେ ଦୁଇ ବନ୍ଧୁଙ୍କର ବିଚ୍ଛେଦ ଘଟେ ।
ମେସନ୍‌ ମେସନ୍‌ ଦୁହିସରି ଭିଃତାର୍‌ତେ ବିଛୋଡ୍‌ ହଏତା ।


logo