logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ବିଶେଷଜ୍ଞ
ବେଶି ସଏଗ୍‌ନା
ଜଟିଳ ରୋଗ ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନିଅ ।
କଠିନ୍‌ ବେମାରଆଃଥମ୍‌ ବେଶି ସଏଗ୍‌ଖାନେକି ଦାଗ୍‌ଦାର୍‌ ଆଃ ସାଲ୍‌ହା ଡେଡେପେ ।

ବିନ୍ଦୁ
ବିନ୍ଦୁ
ବିନ୍ଦୁର ଦୈର୍ଘ୍ୟ ପ୍ରସ୍ଥ ନଥାଏ ।
ବିନ୍ଦୁଆଃ ଲମ୍‌ବା ଚ‌ଉଡା ଉମ୍‌ଆତା ।

ବିପରୀତ
ଉଲ୍‌ଟାତିଗ୍‌
ସ୍ରୋତର ବିପରୀତ ଦିଗକୁ ପହଁରିବା କଷ୍ଟ ।
ବଃଢ଼ିଖିରମ୍‌ଆଃ ଉଲ୍‌ଟାତିଗ୍‌ ପହଁରେନା ମସ୍କୁଲ୍‌ ହାଏ ।

ବିନ୍ଦୁଡିଗ୍ରୀ
ବିନ୍ଦୁଡିଗ୍ରୀ
ବିନ୍ଦୁ ଡିଗ୍ରୀ କୋଣ ମାପର ଏକକ ଅଟେ ।
ବିନ୍ଦୁ ଡିଗ୍ରୀ କନା ଏଡ୍‌ନାଃ ଏକକ୍‌ ହାଏ ।

ବିୟୋଗ
ବିଯୋଗ
ବଡ଼ ସଂଖ୍ୟାରୁ ସାନ ସଂଖ୍ୟା ବିୟୋଗ କରାଯାଏ ।
ମାହାଁ ସଂଖ୍ୟା ତାଏ କନ୍‌ହନ୍‌ ସଂଖ୍ୟା ବିଯୋଗ୍‌ ବାଏଡମ୍‌ତା ।

ବିଛଣା
ଡାସ୍‌ନା
ବିଛଣା ଖରାରେ ଶୁଖାଇବା ଉଚିତ ।
ଡାସ୍‌ନା ପାଟିଆ ଗିଡିଙ୍ଗ୍ ତେ ରାବ୍‌ଗାଏନାଃ କାୟମ୍‌ ।

ବିଚ୍ଛିନ୍ନ
ବିଛ୍‌ଡେ
ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଉନ୍ନତି ଆବଶ୍ୟକ ।
ଉଡିଶାଃ ବିଛ୍‌ଡେ କେଲ୍‌କେ କିଆଃ ଉନ୍ନତି ଜରୁରୀ ହାଏ ।

ବିରି
ମାସୋ
ବିରି ମାଡ଼ ଦେଖି କୋଳଥ ଚେପା ।
ମାସୋ ଆଃ ମାର୍‌ ଜୟକରି କଡେଗ୍‌ ଚେପ୍‌ଟା ।

ବିଭାଗ
ବିଭାଗ୍‌
ସରକାର ଅନେକ ବିଭାଗ ପରିଚାଳନା କରନ୍ତି ।
ସାର୍‌କାର୍‌ କିଃତେ କିଃତେ ବିଭାଗ୍‌ ଚଲାଏତେ ।

ବିଶ୍ୱାସ
ବିଶ୍ୱାସ
ବିଶ୍ୱାସ ବିନା ଈଶ୍ୱରଙ୍କୁ ଜାଣି ହୁଏ ନାହିଁ ।
ଏନେମ୍‌ ବିଶ୍ଵାସ ତେ ଭଗମାନ୍‌ ତେ କଙ୍ଗନା ଉମ୍‌ ହଏତା ।


logo