logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ବିହଙ୍ଗ
କନ୍ଥେଡ୍‍
ବିହଙ୍ଗ ଉଡ଼େ ଗଗନ ଛୁଇଁ ।
କନ୍ଥେଡ୍‍ ଲେଙ୍ଗତା ଆକାଶ୍‌ ଜିଭ୍‌ କରି ।

ବିମଳ
କଏଁଲି
ବିମଳ ଶଶୀ ଆକାଶେ ହସେ ।
କଏଁଲି ଲେରାଙ୍ଗ୍ ଆକାଶ୍‌ ତେ ଲାଡାତେ ।

ବିଚାର
ବିଚାର
ଈଶ୍ୱର ଦିନେ ପାପୀର ବିଚାର କରିବେ ।
ଭଗମାନ୍‌ ମୁସ୍‌ନିଙ୍ଗ୍ ପାପିଆଃ ବିଚାର ବାଏ ।

ବିରୋଧ
ବିରୋଧ
ଅନ୍ୟାୟର ବିରୋଧ କରିବା ଉଚିତ ।
ଅନିଆଁୟ୍‌ ଆଃ ବିରୋଧ ବାଏନାଃ କାୟମ୍‌ ।

ବିମାନ
ବିବାନ୍‌
ବିମାନ ପକ୍ଷୀପରି ଆକାଶରେ ଉଡ଼େ ।
ବିବାନ‌ ଆକାଶ୍‌ ତେ କନ୍ଥେଡ୍‍ ଗୁଡ୍‌ ଲେଙ୍ଗତା ।

ବିହନ
ବିଜମ୍‌
ଉନ୍ନତ ବିହନ ବୁଣିଲେ ଅଧିକ ଅମଳ ହୁଏ ।
ବଢ଼ିଆ ସାର୍‌କାରୀ ବିଜମ୍‌ ବିଥଃଲାଃ ଅଏତ୍‌କାଃ ଆମ୍‌ଦାନି ହଏତା ।

ବିଚାରପତି
ବିଚାରପତି
ବିଚାରପତି ବିଚାର ନିଷ୍ପତ୍ତି କରନ୍ତି ।
ବିଚାରପତି ବିଚାର ଶେଷ୍‌ ବାଏତେ କି ।

ବିତରିବା
ତାଏଗ୍‌ନା
ଗରିବଙ୍କୁ ପୋଷାକ ବିତରିବା ପୂଣ୍ୟ କାମ ଅଟେ ।
ଗରିବ୍‌ କିତେ କୁର୍‌ତା ପେଣ୍ଟ ତାଏଗ୍‌ନା ପୁଇନ୍‌ କାମୁ ହାଏ ।

ବିଚଳିତ
ଘାବ୍‌ରାଏନା
ବିପଦ ସମ୍ବାଦ ଶୁଣି ଆମେ ବିଚଳିତ ହେଉଁ ।
ବିପ୍‌ତି ଖଭେର ଅଣ୍ଡର୍‌ କଲା ଆନିଙ୍ଗ୍ ଘାବ୍‌ରାଏତାନିଂ ।

ବିଲେଇ
ବିଲୋ
ବିଲେଇ ରାତିରେ ଦେଖିପାରେ ।
ବିଲୋ ଇଡିପ୍‌ ତେ ଜଏନା ପାଲ୍‌ତେ ।


logo