logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ବାମପଟ
ଡେର୍‌ହି
ରାସ୍ତାର ବାମପଟ ଦେଇ ଚାଲ ।
ସଡଗ୍‌ ଆଃ ଡେର୍‌ହି ତିଗ୍‌ ସାଉଁଡ୍‌ ନାପେ ।

ବାହୁ
ବାହାଁ
ରାଜାମାନେ ନିଜ ବାହୁ ବଳରେ ରାଜ୍ୟ ଜୟ କରୁଥିଲେ ।
ରାଜା କି ଆଡିଆଃ ବାହାଁ ବଡତେ ରାଏଜ୍‌ ଜିତେ ଖାନ୍‌ତା କି ।

ବାଉଁଶ
କଣେଙ୍ଗ୍
ବାଉଁଶରେ କୁଲା ତିଆରି ହୁଏ ।
କଣେଙ୍ଗ୍ ବୁଙ୍ଗ୍ ସାଃମୁଁ ତିଆର୍‌ ହଏତା ।

ବିଜୁଳି
ବିଜ୍‌ଲି
ବିଜୁଳି ମାରିଲେ ନିଆଁ ବାହାରେ ।
ବିଜଲି ତାରଃଲାଃତିମ୍‌ସମ୍‌ ମୁଃତା ।

ବିଭବ
ସମ୍ପତି
ଆମରାଜ୍ୟ ପ୍ରାକୃତିକ ବିଭବରେ ପରିପୂର୍ଣ୍ଣ ।
ଆନିଆଁ ରାଏଜ୍‌ ପ୍ରାକୃତିକ୍‌ ସମ୍ପତିତେ ଭରେସିଗ୍‌ ।

ବିଦେଶୀ
ବିଦେଶୀ
ଦିନେ ବିଦେଶୀମାନେ ଆମ ଦେଶ ଶାସନ କରୁଥିଲେ ।
ମୁସନିଙ୍ଗ୍ ବିଦେଶୀ କି ଆନିଆଁ ଦେଶ୍‌ ଚଲାଏ ଖାନ୍‌ତେ କି ।

ବିଚିତ୍ର
ବଡାରକମ୍‌
ବେଳେବେଳେ ଆକାଶରେ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳେ ।
ମେସନ୍‌ ମେସନ୍‌ ଆକାଶ୍‌ତେ ବଡାରକମ୍‌ ଆଃ ଦୁରୁଶ୍‌ ଜୟନା କୁଇତା ।

ବିପତ୍ତି
ବିପ୍‌ତି
ବିପତ୍ତି ବେଳର ବନ୍ଧୁ ପ୍ରକୃତ ବନ୍ଧୁ ।
ବିପ୍‌ତି ବେଡ୍‌ଆଃ ସରି ପର୍‌କୁତ୍‌ ସରି ହାଏ ।

ବିଲୁଆ
କୁଲିହା
ବିଲୁଆ ବଡ଼ ଚତୁର ।
କୁଲିହା ମାହାଁ ଚତୁର୍‌ ।

ବିଦାୟ
ବିଦା
ବିଦାୟ ବେଳେ ଦୁଃଖ ଲାଗେ ।
ବିଦା ଡଡ୍‌ନା ବେଡାତେ ଦୁକ୍‌ ଲାଃତା ।


logo