logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ବାସ
ବାସ୍‌ନା
ଫୁଲର ବାସ ଚହଟି ଯାଉଛି ।
ଫୁଲ୍‌ଆଃ ବାସ୍‌ନା ମହ୍‌କେ ଗଃତାଏଗ୍‌ ।

ବାନର
ବାନ୍ଦରା
ବାନର ଡାଳ ରୁ ଡାଳ ଡେଇଁ ଡେଇଁ ପଳାଏ ।
ବାନ୍ଦରା ଉ ଡାଡ୍‌ତାଏ ହାନ୍‌ଡାଡ୍‌ ଡେଗେଗା ଯାର୍‌ତେ ।

ବାରିଷ୍ଟର
ବାରିଷ୍ଟର୍‌
ମଧୁବାବୁ ପ୍ରଥମ ଓଡ଼ିଆ ବାରିଷ୍ଟର ।
ମଧୁବାବୁ ପହେଲା ଉଡିଆ ବାରିଷ୍ଟର୍‌ ହାଏ ।

ବାରମ୍ବାର
ବାର୍‌ବାର୍‌
ଦୁଷ୍ଟ ପିଲାମାନେ ବାରମ୍ବାର କଳି କରନ୍ତି ।
ବଦ୍‌ମାସ୍‌ କୁଣୁଃ କି ବାର୍‌ବାର୍‌ କଳି ବାଏତେ କି ।

ବାର୍ଦ୍ଧକ୍ୟ ଭତ୍ତା
ବୁଢାବୁଢୀ ଭଥାଃ
ସରକାର ବାର୍ଦ୍ଧକ୍ୟ ଭତ୍ତା ଦେଇଥାନ୍ତି ।
ସାର୍‌କାର୍‌ ବୁଢାବୁଢୀ କିଆଃ ଭଥାଃ ତେର୍‌ତେ ।

ବାସଗୃହ
ରହେନାଅଃ
ଯାଯାବରମାନଙ୍କର ବାସଗୃହ ନଥାଏ ।
ବାରବୁଲା କିଆଃ ରହେନାଃଥମ୍‌ ଅଃ ଉମ୍‌ ଆତା ।

ବାହାରକୁ
ବାହରିତିଗ୍‌
ରାତିରେ ବାହାରକୁ ଯିବା ପାଇଁ ମୁଁ ଡରେ ।
ଇଡିବ୍‌ତେ ବାହରିତିଗ୍‌ ମୁଃନାଃଥମ୍‌ ଇଙ୍ଗ୍ ବତଙ୍ଗ୍ ତାଏଙ୍ଗ୍ ।

ବାଲି
ବାଏଲ୍‌
ବସି ଖାଇଲେ ନଈ ବାଲି ସରେ ।
ଡକନଃଖଲାଃ ଖିରମ୍‌ ଆଃ ବାଏଲଜ ବଙ୍ଗତା ।

ବାଣ୍ଟିବା
ତାଏଗ୍‌ନା
ମୁଁ ବିସ୍କୁଟ ବାଣ୍ଟିବା ଜାଣେ ।
ଇଙ୍ଗ୍ ବିସ୍‌କୁଟ୍‌ ତାଏଗ୍‌ନା ସଏକ୍‌ତିଙ୍ଗ୍ ।

ବାହାରେ
ବାହ୍‌ରେ
ବାହାରେ ଏଠି ସେଠି ଛେପ ପକାଅ ନାହିଁ ।
ବାହ୍‌ରେ ଉତେ ହାନ୍‌ତେ ଖେଁଖାର ଆବୁ ଅବ୍‌ଗୁରେପେ ।


logo