logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ବାଘମାମୁଁ
କିଡଃ ମାମୁଁ
ଗପରେ ବାଘକୁ ବାଘମାମୁଁ ବୋଲି ଡାକନ୍ତି ।
କଥ୍‌ନୀ ତେ କିଡଃତେ କିଡଃ ମାମୁଁ ଗାମ୍‌ କରି ରେମାଃ ତେକି ।

ବାଳକେ
କୁଣୁଃ କି
ବିଦ୍ୟା ଅଟ‌ଇ ମହାଧନ ବାଳକେ କର ଉପାର୍ଜନ ।
ବିଦ୍ୟା/ଗିଆନ୍‌ ମାହାଧନ୍‌ ହାଏ କୁଣୁଃ କି ଉକାଡ୍‌ତେ କାମୁ ଏପେ ।

ବାଦାମ
ମୁମ୍‌ଫୁଲି
ବାଲିଆ ମାଟିରେ ବାଦାମ ଚାଷ ଭଲ ହୁଏ ।
କୁଦ‌ରିଆ ଲଃଖାତେ ମୁମ୍‌ଫୁଲି ତାସ୍‌ ଭଲ ହଏତା ।

ବାଦୁଡ଼ି
ଭାଦୁଲ୍‌
ବାଦୁଡ଼ି ଏକ ରାତ୍ରିଚର ପ୍ରାଣୀ ଅଟେ ।
ଭାଦୁଲ୍‌ ମୁଇଙ୍ଗ୍ ଇଡିବ୍‌ ତେ ଆର୍‌ନଃନା ଜଁତୁ ହାଏ ।

ବାଳିକା
ବେଟୀ
ଆମ ବିଦ୍ୟାଳୟରେ ବାଳକ ବାଳିକା ଉଭୟେ ପଢ଼ନ୍ତି ।
ଏଲାଃ ଇସ୍‌କୁଲ୍‌ ତେ ବେଟା ବେଟୀ ଝାକିଗା ପଢେତାକି ।

ବାରଣ୍ଡା
ବାର୍‌ନ୍ଦା
ଘର ବାରଣ୍ଡାରେ ଲୋକେ ବସନ୍ତି ।
ଅଗାଃ ବାରନ୍ଦାତେ ଲେବୁ କି ଡକତାକି ।

ବାର୍ଷିକ
ବରଷ ଗଟାଃ
ମାର୍ଚ୍ଚ ମାସରେ ବାର୍ଷିକ ପରୀକ୍ଷା ହୁଏ ।
ଫଗୁନ୍‌ ଲେରାଙ୍ଗ୍ ବରଷ୍‌ ଗଟାଃ ପର୍‌ଖିଆ ହଏତା ।

ବାଡ଼ାଇବା
ଗିଲ୍‌ନା
ପିଲାମାନଙ୍କୁ ବାଡ଼ାଇବା ମନା କରାଯାଇଛି ।
କୁଣୁଃ କିତେ ଗିଲ୍‌ନାଃଥମ୍‌ ମନା ବାୟ୍‌ବାୟ୍‌ ଆଃଇ ।

ବାହାରିବା
ମୁଃନା
ଝାଡ଼ା ଫେରି ସାବୁନରେ ହାତ ନଧୋ‌ଇଲେ ଘା ବାହାରିବା ନିଶ୍ଚିତ ।
ଲାଏଗ୍‌ କସୁ ଡକକରି ସାବୁନ୍‌ତେ ତିଃ ଉମ୍‌ ଗୁଇକ୍‌ତୁ କିଲାଃ ତିଃତେ ଘା ଯେନ୍‌ତା ଲାଃଜ ମୁଃନା ।

ବାଟଯାକ
ଗଏକ୍‌ ଝୁଙ୍ଗ୍
କଣା ବ୍ୟାଗରୁ ଚାଉଳ ବାଟ ଯାକ ଗଳି ଚାଲିଲା ।
ଛେଙ୍ଗା ମୁନାତାୟ୍‌ ରୁମ୍‌କୁବ୍‌ ଗଏକ୍‌ଝୁଙ୍ଗ୍ ଗଟା ଯାକର୍‌ ଲୁଇଗା ସାନ୍‌କି ।


logo