logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ବାଦ୍ୟ
ବାଜା
ବିବାହ ଭୋଜିରେ ବାଦ୍ୟ ବାଜି ଉଠିଲା ।
ବିହା ଭୁଜିତେ ବାଜା ଘିଡ୍‌ ଘିଡାୟ୍‌ଗଃକି ।

ବାଟିଲେ
ରିଡ୍‌ନା
ଆମ ମାଁ ତରକାରୀ ପାଇଁ ବେସର ବାଟିଲେ ।
ମାଁ ଗିଙ୍ଗ୍ ତର୍‌କାରୀ ଆଃଥମ୍‌ ମାସ୍‌ଲା ରିଥଃ ।

ବାପାର ଭାଇ
ବୁଆଃଭାଇ
ସମୀର ମୋ ବାପାର ଭାଇ ଅଟନ୍ତି ।
ସମୀର ଇଙ୍ଗାଃ ବୁଆଃଗିଙ୍ଗାଃ ଭାଇ ହାଏ ।

ବାପାର ବାପା
ବୁଆଃବୁଆ
ମୋ ଜେଜେ ମୋ ବାପାର ବାପା ଅଟନ୍ତି ।
ଇଙ୍ଗା ଆଜାଗିଙ୍ଗ୍ ଇଙ୍ଗାଃ ବୁଆଃବୁଆଃ ହାଏ ।

ବାୟା ଚଢେଇ
ସୁରଲା ଚୁରେ
ଖଜୁରୀ ବାହୁଙ୍ଗା ଅଗରେ ବାୟା ଚଢେଇ ଘର କରେ ।
ଖେଜୁର୍‌ ଡାହି ଅଗିତେ ସୁର୍‌ଲା କନ୍ତେଡ୍‌ଅଃ ବାଏତେ ।

ବାସସ୍ଥଳୀ
ରହେନାଃ ଜାଗ
ଜଙ୍ଗଲ ବାଘ ଭାଲୁଙ୍କ ବାସସ୍ଥଳୀ ।
ଆଡାୟ୍‌ କିଡଃ ବାନାୟ୍‌ଆଃ ରହେନାଃ ଠାଣ ହାଏ ।

ବାହାର
ବାହ୍‌ରି
ଘର ବାହାର ପରିବେଶ ସଫା ରଖ ।
ଅଗାଃ ବାହ୍‌ରି ଆଃ ପରିବେଶ୍‌ ସଫା ଉନେପେ ।

ବାଛିବାଛି
ରାଏତା ରାଏତା
ଦୋକାନରୁ ଆମେ ବାଛି ବାଛି ପରିବା କିଣୁ ।
ଦୁକାନ୍‍ ତାଏ ଆନିଙ୍ଗ୍ ରାଏତା ରାଏତା ସବ୍‌ଜୀ ସଙ୍ଗତେନିଙ୍ଗ୍ ।

ବାଛୁରୀ
ବାଛୁର୍‌
ବାଛୁରୀ ଡେଇଁ ଡେଇଁ ଖେଳୁଛି ।
ବାଛୁର୍‌ ଡେଗେ ଡେଗେ ଏବଃ ତାଏଗ୍‍ ।

ବାଚସ୍ପତି
ବାଚସ୍‌ପତି
ବାଚସ୍ପତି ବିଧାନସଭା ପରିଚାଳନା କରନ୍ତି ।
ବାଚସ୍‌ପତି ବିଧାନ ସଭା ଚଲାଏତେ/ପରିଚାଳନା ବାଏତେ ।


logo