logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ବଡ଼ିଭୋର
ଝୁଞ୍ଜକୁର୍‌
ମୁଁ ବଡ଼ିଭୋର ବେଳେ ଉଠି ବହି ପଢ଼େଁ ।
ଇଙ୍ଗ୍ ଝୁଞ୍ଜକୁର୍‌ ତାଏ ବେରୁଡ୍‌ କଲା ବହି ପଢେତାଏଙ୍ଗ୍ ।

ବଡ଼ଚିହ୍ନ
ମାହାଁ ଚିହ୍ନା
ବଡ଼ଚିହ୍ନ ଵଡ଼କୁ ବୁଝାଏ ।
ମାହାଁଚିହ୍ନା ମାହାଁତେ ବୁଝାଏତେ ।

ବଞ୍ଚାଇବା
ବାଞ୍ଚାଏନା
ରୋଗୀଙ୍କୁ ବଞ୍ଚାଇବା ଡାକ୍ତରଙ୍କ ପରମ କର୍ତ୍ତବ୍ୟ ।
ବେମାରୀତେ ବାଞ୍ଚାଏନା ଦାଗ୍‌ଦାରଆଃ ପହେଲା କାମୁ ହାଏ ।

ବଂଶୀ
ମୂରଲୀ
ମୁଁ ଭଲରେ ବଂଶୀ ବାଦନ ଜାଣେ ।
ଇଙ୍ଗ୍ ବନେବଃ/ବଢିଆ ମୂରଲୀ ବାଜାଏନା ସଏଗ୍‌ତିଙ୍ଗ୍ ।

ବଣଭୋଜି
ଭୁଜି
ଆମେ ସ୍କୁଲ ପିଲା ବଣଭୋଜି କରିଗଲୁଁ ।
ଏଲେ ଇସ୍‌କୁଲ କୁଣୁଃ କି ଭୁଜି ବାଏନା ସାନ୍‌କିଲେ ।

ବଳି ପଡ଼ିଲା
ଅଗ୍‌ଲେ ଗଃନା
ଭୋଜିରେ ମାଂସ ତରକାରୀ ବଳି ପଡ଼ିଲା ।
ଭୁଜି ତେ କୁମାଙ୍ଗ୍ ସାଃ ଅଗ୍‌ଲେଗଃକି ।

ବାଡ଼ି
ଡାଣାଃ
ବାଡ଼ି ଦେଖି ବିରାଡ଼ି ଭୟରେ ଦ‌ଉଡ଼ି ଯାଏ ।
ଡାଣାଃ ଜୟକଲା ବିଲେ ବତଙ୍ଗବୁଙ୍ଗ୍ ବତ୍‌କେଗଃତା ।

ବାଘ
କିଡଃ
ବାଘ ଗୋଟିଏ ମାଂସାଶୀ ପ୍ରାଣୀ ଅଟେ ।
କିଡଃ ମୁଇଙ୍ଗ୍ କୁମାଙ୍ଗ୍ ନଃନଃ ଜଁତୁ ହାଏ ।

ବାଡ଼
ତନର୍‍
ବଗିଚାରେ ବାଡ଼ ବାନ୍ଧିଲେ ଫଳଗଛ ସୁରକ୍ଷିତ ରହିବ ।
ବାଡିତେ ତନର୍‌ ତଲଃଲାଃ ଲକୁଦାରୁ ବାଚେକଲା/ବନେବଃ ରହେନା ।

ବାସି
ବାସି
ବାସି ଖାଦ୍ୟ ଖାଅ ନାହିଁ ।
ବାସି ନଃନଃ ଆବୁ ନଗେପେ ।


logo