logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ବନ୍ଧୁକ
ବନ୍ଧୁକ୍‌
ସୈନ୍ୟମାନେ ବନ୍ଧୁକରେ ଯୁଦ୍ଧ କରନ୍ତି ।
ସ‌ଇନିକି ବନ୍ଧୁକ୍‌ ବୁଙ୍ଗ୍ ଯୁଧ ବାୟତେ କି ।

ବସୁଧା
ଧରତୀ ମାଁ
ବସୁଧା ଆମର ମାତା ସମାନ ଅଟେ ।
ଧରତୀ ମାଁ ଆନିଆଁ ମାଁ ସମାନ୍‌ ହାଏ ।

ବଢୁଛି
ବଢେନା
ପ୍ରତିବର୍ଷ ପରିବେଶ ପ୍ରଦୂଷଣ ବଢୁଛି ।
ହରେକ୍‌ ବରଷ୍‌ ପରିବେଶ୍‌ ଆଃ ମଏଳା ବଢେତାଏଗ୍‌ ।

ବନ୍ଧକ
ବନ୍ଧକ୍‌
ମୋର ବନ୍ଧୁ ରମା ଜମି ବନ୍ଧକ ରଖି ଋଣ କରିଛନ୍ତି ।
ଇଙ୍ଗା ସରିଗିଙ୍ଗ୍ ରମା ଜମିନ୍‌ ବାନ୍ଧା ଉନ୍‌ କଲା ଲୁନ୍‌ ବାଏସିଗ୍‌ ।

ବକଳ
ଦାରୁଆଃଛାଲ୍‌
ଆଦିମ ମନୁଷ୍ୟ ଗଛର ବକଳ ପିନ୍ଧୁଥିଲେ ।
ଅସ୍ମେଗାଃ ଲେବୁକି ଦାରୁଆଃଛାଲ୍‌ ସୁଇଖାନ୍‌ତେକି ।

ବସିବସି
ଡକଡକ
ବୁଢ଼ାଟି ବସି ବସି ଥକି ଗଲାଣି ।
କେଣରବଃ ଯେଃ ଡକଡକ ଥାକେ ଗଃକିଡିଗ୍‌ ।

ବଞ୍ଚିବା
ବରଲ୍‌ନା
ଆମେ ବଞ୍ଚିବା ପାଇଁ ଖାଉଁ ।
ଆନିଙ୍ଗ୍ ବରଲ୍‌ନାଃଥମ୍‌ ନଃତେନିଙ୍ଗ୍ ।

ବର୍ଗକ୍ଷେତ୍ର
ଚାଏର କୁନିଆଁ
କେରମ୍‍ ବୋର୍ଡ ବର୍ଗକ୍ଷେତ୍ର ପରି ଅଟେ ।
କେରମ୍‍ ବୋର୍ଡ ଚାଏର୍‌କୁନିଆଁ ଗୁଡ୍‌ ହାଏ ।

ବସାଇଲା
ଅବ୍‌ଡବ୍‌କଃ
ଲୋକଟି ତା ପୁଅକୁ କାନ୍ଧରେ ବସାଇଲା ।
ଲେବୁ ଯେ ଆଡିଆଃ ବେଟାତେ ତାରମ୍‌ ତେ ଅବ୍‌ଡବ୍‌କଃ ।

ବଜ୍ରକାପ୍ତା
ସାଲ୍‌କାତି
ବଜ୍ରକାପ୍ତାର କାତି ଖୁବ୍‍ ଟାଣ ଅଟେ ।
ସାଲ୍‌କାତିଆଃ କାତି ମୁରୁକ୍‌ ଆଁଟ୍‌ ହାଏ ।


logo