logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ବସ୍ତ୍ର
ବସ୍‌ତର
ଶ୍ରମ କଲେ ଅନ୍ନବସ୍ତ୍ର ଅଭାବ ହୁଏ ନାହିଁ ।
କାମୁକିଲା ଅରନ୍‌ ବସ୍‌ତର୍‌ ଆଃ ଅଭାବ୍‌ ଉମ୍‌ ହଏତା ।

ବଢ଼ିବା
ମାହାନା
ନଖ ବଢ଼ିବାକୁ ଦିଅ ନାହିଁ ।
ରାମାଡ୍‌ ମାହାନାଃଥମ୍‌ ଆବୁ ତେରେପେ ।

ବଳିବା
ବାଞ୍ଚେନା
ବଳିବା ଖାଦ୍ୟ ଫ୍ରିଜ୍‌ରେ ରଖ ।
ବାଞ୍ଚେନା ନଃନଃ ଫିରିଜ୍‌ ତେ ଉନେପେ ।

ବୟସ
ବଏସ୍‌
ବୟସ ବଢିଲେ ଜ୍ଞାନ ବି ବଢେ ।
ବଏସ୍‌ ବଢେକିଲାଃ ଗିଆନ୍‌/ବୁଃଧି ଜ ବଢେତା ।

ବଦଳେ
ବଦ୍‌ଲେ
ଗ୍ରୀଷ୍ମ ଋତୁରେ ପରିବେଶ ବଦଳେ ।
କାସା/ଜେଠ୍‌ ଲେରାଙ୍ଗତେ ପରିବେଶ୍‌ ବଦ୍‌ଲେ ତା

ବଢ଼େଇ
ବଢେ
ବଢ଼େଇ ଆମ ପାଇଁ ଖଟ ତିଆରି କରନ୍ତି ।
ବଢେ ଆନିଆଁ ଥମ୍‌ ଖାଁଟି ତିଆର୍‌ ବାଏତେ କି ।

ବତାସ
କଏଡାଃ ଡାଃ
ବେଳେବେଳେ ଜୋରରେ ବତାସ ବହେ ।
ମେସନ୍‌ ମେସନ୍‌ ଜୋର୍‌ ଆଁଟେ କଏଡାଃ ଡାଃ ତାର୍‌ତେ ।

ବନ
ଆଡାୟ
ବନରକ୍ଷୀ ବନ ରକ୍ଷା କରନ୍ତି ।
ମୁହ୍‌ରୀ ଆଡାୟ୍‌ ବାଞ୍ଚାୟତେ ।

ବନ୍ଧୁ
ବଁଧୁଃ/ସରି
ଦୁଃଖ ବେଳର ବନ୍ଧୁ ପ୍ରକୃତ ବନ୍ଧୁ ଅଟନ୍ତି ।
ଦୁଃଖ୍‌ ବେଡାଃ ବଁଧୁ ଅସଲ୍‌ ବଁଧୁ ହାଏକି ।

ବର୍ଷା
ବରଷା
ଗ୍ରୀଷ୍ମଋତୁ ପରେ ବର୍ଷା ଋତୁ ଆସେ ।
କାସା/ଜେଠ୍‌ ଲେରାଙ୍ଗ୍ ତାଏ ଆଷାଢ୍‌ ଲେରାଙ୍ଗ୍/ବରଷା ଲେରାଙ୍ଗ୍ ଡେଲ୍‌ତା ।


logo