logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ବନ୍ଧା
ତଲନା
ପଘାରେ ଗାଈକୁ ବନ୍ଧା ଯାଇଛି ।
ପାଘାବୁଙ୍ଗ୍ ଗାଏତେ ତଳ୍‌ଡମ୍‌ସିଗ୍‌ ।

ବ‌ଇଦ
ବୋଏଦ୍‌
ଗାଁ ବ‌ଇଦ ଛୋଟ ଛୋଟ ରୋଗର ଚିକିତ୍ସା କରି ଥାଆନ୍ତି ।
ପାଡାଃ କେଲ୍‌କେଆଃ ବୋଏଦ୍‌ କନ୍‌ହନ୍‌ କନ୍‌ହନ୍‌ କସୁରାଙ୍ଗା କିୟାଃ ଇଲାଜ୍‌ ବାଏତେ

ବଗିଚା
ବାଡି
ସ୍କୁଲ ବଗିଚାରେ ଅନେକ ଫଳଗଛ ରହିଛି ।
ଇସ୍‌କୁଲ ବାଡି ତେ ଖୋବ୍‌ ଲକୁଦାରୁ ଆଃଇ

ବରଷା
ବରଷା
ବରଷା ଦିଏ ପାଣି, ପାଣି ପିଅ ଛାଣି ।
ବରଷା ତେର୍‌ତେ ଡାଃ, ଡାଃ ଉଡେପେ ଛାଣା କରି । / ବରଷା ତେରତେ ଡାଃ, ଡାଃତେ ଛାଣା କରି ଉଡେପେ ।

ବଳଦ
ଅରେଗ୍‌
ବଳଦ ଶଗଡ଼ ଟାଣେ ।
ଅରେଗ୍ ଅରେଗ୍‌ ଗାଡି ଡିଙ୍ଗ୍ ତେ ।

ବଦଳି
ବଦଳି
ଆମ ବାପା ବାଲିଗୁଡାକୁ ବଦଳି ହେଲେ ।
ଏଲାଃ ବୁଆଗିଙ୍ଗ୍ ବାଲିଗୁଡାବୁଙ୍ଗ୍ ବଦ୍‌ଳି ହଏ ଗଃ କି ।

ବତକ
ଗେଡେ
ବତକ ପାଣିରେ ପହଁରି ପାରେ ।
ଗେଡେ ଡାଃ ତେ ପହଁରେ ନା ପାଲ୍‌ତେ ।

ବର୍ଣ୍ଣନା
ଗାମ୍‌ନା
ଘରପୋଡି ଦୃଶ୍ୟ ବର୍ଣ୍ଣନା କରିବା କଷ୍ଟ ।
ଅଃ ଗେବ୍‌ସିଃନାଃ କାୟମ୍‌ ଗାମ୍‌ନା ମସ୍କୁଲ ହାଏ ।

ବହୁତ
ଖୋବ୍‌
ଆମ ଗ୍ରାମରେ ବହୁତ ପିଲା ଅଛନ୍ତି ।
ଏଲାଃ ପାଡାତେ ଖୋବ୍‌ କୁଣୁଃ ଆଏଗ୍‌କି ।

ବଜାର
ହାଟ୍‍
ବଜାରରେ ସବୁଦିନ କିଣାବିକା ହୋ‌ଇଥାଏ ।
ହାଟ୍‌ ତେ ଝାକିଦିନ ଘିନା ବିଚା ହଏସିଃ ତା ।


logo