logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଫେଣା
ଫେନା/ଛାତ୍‌ନା
ଫେଣାରେ ମହୁମାଛି ମହୁ ସଂଗ୍ରହ କରେ ।
ଫେନା/ଛାତ୍‌ନା ତେ ମହୁ ମାଛି ମଦରସ୍‌ କାବ୍‌ତିଗ୍‌ ତେ ।

ଫୋପାଡିବା
ଖାବ୍‌ଡାନା
ଆବର୍ଜନା ଖାତରେ ଫୋପାଡ଼ିବା ଉଚିତ ।
କାଚ୍‌ରା କୁଟା କୁଧାତେ ଖାବ୍‌ଡାନାଃ କାୟମ୍‌ ।

ଫୋଟକା
ଫଟ୍‌କା
ବିବାହ ଭୋଜିରେ ଲୋକେ ଫୋଟକା ଫୁଟାନ୍ତି ।
ବିହା ଭୁଜିତେ ଲେବୁକି ଫଟ୍‌କା ପୁଃଡୁତେକି ।

ଫୌଜଦାରୀ
ଫ‌ଉଜଦାରୀ
ଫୌଜଦାରୀ ମାମଲାରେ ତାଙ୍କୁ ଗିରଫ କରାଗଲା ।
ଫ‌ଉଜ୍‌ଦାରୀ କେଶ୍‌ ତେ ଆଡ୍‌ତେ ତଲ୍‌ ଡଃଡୁଖଃକି ।

ବଣ
ଆଡାୟ୍‌
ବାଘ ବଣର ରାଜା ଅଟେ ।
କିଡଃ ଆଡାୟାଃ ରାଜା ହାଏ ।

ବର
ତାପକାର୍‌
ବର ଗଛ ଛାଇ ଭାରି ଥଣ୍ଡା ଲାଗେ ।
ତାପ୍‌କାର୍‌ ଦାରୁଆଃ ଲଙ୍ଗେ ବଡା ଠଣ୍‌ହା ଲାଃତା ।

ବଡ଼
ମାହା/ବଡ୍‌ଖା
ମହାନଦୀ ଓଡ଼ିଶାର ବଡ଼ ନଦୀ ଅଟେ ।
ମହାନଦୀ ଉଡିଶାଃ ମାହା ଖିରମ୍‌ ହାଏ ।

ବହି
ବହି
ବହିପତ୍ର ଯତ୍ନ କରି ରଖ ।
ବହି ପତର୍‌ ଯତନ୍‌ କରି ଉନେପେ ।

ବସି
ଡକକରି
କୋ‌ଇଲି ଗଛ ଡାଳରେ ବସି ଗୀତ ଗାଉଛି ।
କୁଇଲି ଦାରୁଆଃ ଡାଡ୍‌ ତେ ଡକକରି ଆଲଙ୍ଗ୍ ଆଲଙ୍ଗ୍ ତାଏଗ୍‌ ।

ବଙ୍କା
ଟେଡ୍‌ହା
ଗାଁକୁ ଗୋଟିଏ ଅଙ୍କାବଙ୍କା ରାସ୍ତା ଯାଇଛି ।
କେଲ୍‌କେ ବୁଙ୍ଗ୍ / ପାଡା ବୁଙ୍ଗ୍ ମୁଇଙ୍ଗ୍ ଟେଡ୍‌ହା ମେଡ୍‌ହା ସଡକ୍‌ ସାନ୍‌ସିଗ୍‌ ।


logo