logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଫାଶୀ
ଫାଶୀ
ଜଘନ୍ୟ ଅପରାଧୀକୁ ଫାଶୀ ଦିଆଯାଏ ।
ମାହା ମାହା ଦୁଷୀ କିତେ ଫାଶୀ ତେର୍‌ତେ କି ।

ଫାଙ୍କା
ଫାଁକା
ବେଳେବେଳେ ପୋଲିସ୍‍ ଫାଙ୍କା ଗୁଳିଚାଳନା କରନ୍ତି ।
ମେସନ୍‌ ମେସନ୍‌ ପୁଲୁସ୍‌ ଫାଁକା ଗୁଳି ଚଲାଏ ତେକି ।

ଫିଟିକିରି
ଫିଟ୍‌କିରି
ଫିଟିକିରି ଏକ ବିଶୋଧକ ଅଟେ ।
ଫିଟ୍‌କିରି ମୁଇଙ୍ଗ୍ ବିଶୋଧକ୍‌ ହାଏ ।

ଫୁଟି
ଫୁଃଟେ
ଫୁଲ ଫୁଟି ସୁନ୍ଦର ଦେଖାଯାଉଛି ।
ଫୁଲ୍‌ ଫୁଃଟେକରି ସୁନ୍ଦର୍‌ ଜଏତାଏଗ୍‌ ।

ଫୁଲ
ଲାଃରାଃ
ଗୋଲାପ ଫୁଲର ବାସନା ଥାଏ ।
ଗୁଲାପ୍‌ ଲାଃରାଃଆଃ ମହକନ୍‌ ଆତା ।

ଫୁଲିବା
କୁଙ୍ଗନା
ଗୋଡ଼ ମଚକିଲେ ଫୁଲିବା ଆରମ୍ଭ ହୁଏ ।
କାଟା ମଲ୍‌କେକିଲାଃ କୁଙ୍ଗନା ସୁରୁ ହଏତା ।

ଫୁଟା
ଡପ୍‌କେନା
ଫୁଟା ପାଣି ଥଣ୍ଡା କରି ପିଇବା ଭଲ ।
ଡପ୍‌କେଖାନା ଡାଃତେ ଠଣ୍‌ହା କରି ଉଡ୍‌ନା ଭଲ ।

ଫୁଲଦାନୀ
ଫୁଲ୍‌ଦାନୀ
ଫୁଲଦାନୀରେ ଫୁଲ ରଖାଯାଏ ।
ଫୁଲ୍‌ଦାନୀତେ ଫୁଲ୍‌ ଉନ୍‌ନା ହଏତା ।

ଫୁସ୍‌ଫୁସ୍‌
ଫକ୍‍ସା
ଫୁସ୍‌ଫୁସ୍‌ରେ ରକ୍ତ ପରିଷ୍କାର ହୁଏ ।
ଫକ୍‌ସା ତେ ଇୟାମ୍‌ ସାଫା ହଏତା ।

ଫେରିବା
ଏଙ୍ଗନା
ସନ୍ଧ୍ୟା ପୂର୍ବରୁ ଲୋକେ ହାଟରୁ ଫେରିବା ଆରମ୍ଭ କରନ୍ତି ।
ବେଡବିଣିବ୍‌ ନାଃ ଆଘ୍‌ଲି ଲେବୁ କି ହାଟ୍‌ତାଏ ଏଙ୍ଗନା ସୁରୁ ବାଏତେ କି ।


logo