logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ପ୍ରାୟ
ପ୍ରାୟ
ଆମ ଦେଶର ଜଙ୍ଗଲ ସମ୍ପଦ ପ୍ରାୟ ବିଲୁପ୍ତ ହେଲାଣି ।
ଆନିଆଃ ଦେଶ୍‌ ଆଡାୟାଃ ସମ୍‌ପତି ପ୍ରାୟ ଲେଡ୍‌କିଡିଗ୍‌/‍ଲେଡ୍‌ଗଃକିଡିଗ୍‌ ।

ପ୍ରାଚୀନ
ପୁରଖା/ଆଘଲି/ଅସ୍ମେଗ୍‍
ପ୍ରାଚୀନ କାଳରେ ଲୋକେ ବଦଳ କରି କିଣାବିକା କରୁଥିଲେ ।
ଆଘ୍‌ଲିଆଃ ଲେବୁ କି ଆଦ୍‌ଲା ବାଦ୍‌ଲା କରି ଘିନାବିଚା ବାୟ୍‌ଖାନ୍‌ତେ କି ।

ଫଳ
ଲକୁ
ଫଳରେ ପ୍ରଚୁର ଭିଟାମିନ୍‍ ଥାଏ ।
ଲକୁ ତେ ବହୁତ୍‌ ଭିଟାମିନ୍‌ ଆତା ।

ଫରକ
ଫରକ୍‌
ଆଜିକାଲି ପୁଅଝିଅ ମଧ୍ୟରେ ଫରକ ନାହିଁ ।
ଉପାଡି/ତାମ୍‌ରହମ୍‌ ବେଟା ବେଟୀ ଭିଃତାର୍‌ତେ ଫରକ୍‌ ମଃଡେଗ୍‌ ।

ଫଳିବ
ଲକୁନା
ଗଛରେ ଖତ ଦେଲେ ପ୍ରଚୁର ଫଳ ଫଳିବ ।
ଦାରୁତେ ଖତ୍‌ ତେରଃଲାଃ ଢିଃଣ୍‌ହା ଲକୁ ଲକୁନା/ଲଦନ୍‌ ଲକୁ ଲକୁନା ।

ଫମ୍ପା
ଖୁଖ୍‌ଲା
ବାଉଁଶ ଭିତର ପଟ ଫମ୍ପା ଥାଏ ।
କଣେଙ୍ଗ୍ ଦାରୁଆଃ ଭିତାର୍‌ଯେଃ ଖୁଖ୍‌ଲା ଆତା ।

ଫସଲ
ତାସ୍‌
ନବରଙ୍ଗପୁର ଅଞ୍ଚଳରେ ପ୍ରଚୁର ମକା ଫସଲ ହୁଏ ।
ନବରଙ୍ଗପୁର ଏରିଆତେ ମୁରୁକ୍‌ ଜଣ୍ଢରା ତାସ୍‌ ହଏତା ।

ଫରଚା
ଧୁନ୍ଧୁର୍‌
ଫରଚା ହେବା ପୂର୍ବରୁ ଚାଷୀ ହଳ ନିଏ ।
ଧୁନ୍ଧୁର୍‌ ଫାଃଟୀନାଃ ଆଘ୍‌ଲି ତାସି ତନଙ୍ଗ୍ ଡତ୍‌ତେ ।

ଫଳପ୍ରଦ
ବହୁତ୍‌ ବଢିଆ
ଏମ୍‍.ଡି.ଟି କୁଷ୍ଠ ରୋଗ ପାଇଁ ଫଳପ୍ରଦ ଔଷଧ ଅଟେ ।
ଏମ୍‌.ଡି.ଟି ଛ‌ଉ ବେମାର୍‌ଆଃ/କସୁଆଃ ଥମ୍‌ ବହୁତ୍‌ ବଢିଆ କାନ୍‌ଲା ହାୟ୍‌ ।

ଫାଳେ
ଖଣ୍‌
ମୁଁ ରମାକୁ ଫାଳେ କମଳା ଦେଲି ।
ଇଙ୍ଗ୍ ରମାତେ ମୁଇଙ୍ଗ୍ ଖଣ୍‌ ସାନ୍‌ତାରା ତେରେଗ୍‌ ।


logo