logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ପ୍ରଶସ୍ତ
ଉସାର୍‌
ଆମ ବିଦ୍ୟାଳୟରେ ଏକ ପ୍ରଶସ୍ତ ଖେଳ ପଡ଼ିଆ ଅଛି ।
ଏଲାଃ ଇସ୍‌କୁଲ୍‌ତେ ମୁଇଙ୍ଗ୍ ବଡେ ଉସାର୍‌ ଏବଃନା ପାଡିଆ ଆଃଇ ।

ପ୍ରତୀକ
ଚିନ୍‌ହାଁ
ଲାଲ ରିବନ୍‍ ଏଡ୍‌ସର ପ୍ରତୀକ ଅଟେ ।
ଲାଲ୍‌ ଫିତା ଏଡସ୍‌ଆଃ ଚିନ୍‌ହାଁ ହାୟ୍‌ ।

ପ୍ରଚାର
ହାଲା
ଦୂର ଦର୍ଶନରେ ଦେଶ ବିଦେଶର ଖବର ପ୍ରଚାର କରାଯାଏ ।
ଟିଭିତେ ଦେଶ୍‌ ବିଦେଶ୍‌ଆଃ ଗେଜେଟ୍‌ ହାଲା ବାଏତେ କି ।

ପ୍ରଧାନ
ହେଡ୍‌
ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷକ ଥାଆନ୍ତି।
ଇସ୍‌କୁଲ୍‌ତେ ମୁଇଙ୍ଗ୍ ହେଡ୍‌ ମାଷ୍‌ଟର୍‌ ଆତାକି ।

ପ୍ରତିଯୋଗିତା
ଖେଲକୁଦ୍‌
ମୁଁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଯୋଗ ଦେଲି ।
ଇଙ୍ଗ୍ ଜିଲାଃ ହିସାବାଃ ଖେଲ୍‌କୁଦ୍‌ତେ ଯୋଗ୍‌ ତେରେଗ୍‌/ଭାଗ୍‌ଡଥେଗ୍‌ ।

ପ୍ରଥମେ
ପହେଲା
ସକାଳୁ ଉଠି ପ୍ରଥମେ ମୁହଁ ଧୋ‌ଇ ପ୍ରାର୍ଥନା କରିବ ।
ମିଆଁତାଏ ବେରୁଡ୍‌ କରି ପହେଲା ତମଡ୍‌ ଆମୁଡ୍‌ କଲା ପାର୍‌ଥାନା ବାଏପେ ।

ପ୍ରକାର
ରକମ୍‌
ହାଟରେ ସବୁ ପ୍ରକାରର ପରିବା ବିକ୍ରି ହୁଏ ।
ହାଟ୍‌ତେ ଝାକି ରକମଃ ଶାଃ-ସବ୍‌ଜୀ/ଡାହି ଡାହୁଡା ଅବ୍‌ସଙ୍ଗ୍ ତେକି ।

ପ୍ରକ୍ରିୟା
ଉତାରାଃ ଉତାର୍‌
ବିଦ୍ୟାଳୟରେ ବର୍ଷସାରା ଶିକ୍ଷାଦାନ ପ୍ରକ୍ରିୟା ଚାଲେ ।
ଇସ୍‌କୁଲ୍‌ତେ ବରଷଗଟାଃ ପାଟ୍‌ପଢା ଉତାରାଃତାର୍‌ ଚଲେତା ।

ପ୍ରତିଧାଡ଼ି
ଝାକି ଲାଇନ୍‌
ପ୍ରତିଧାଡ଼ି ସଳଖ ହେବା ଉଚିତ ।
ଝାକିଲାଇନ୍‌ ସଲଖ୍‌ ହଏନାଃ କାୟମ୍‌ ।

ପ୍ରାଣୀ
ଜି-ଜଁତୁ
ସ୍ଥଳଭାଗରେ ଅନେକ ପ୍ରାଣୀ ବାସ କରନ୍ତି ।
ଧର୍‌ତୀତେ ଖୋବ୍‌ ଜି-ଜଁତୁ ରହେତାକି ।


logo