logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ପ୍ରସାର
ବିହ୍‌ଲେନା
ମାତୃଭାଷାର ପ୍ରସାର ହେବା ଦରକାର ।
ମାଗାଃ ଭାଷା ଝାକିତିଗ୍‌ ବିହ୍‌ଲେନାଃ କାୟମ୍‌ ।

ପ୍ରତିଦିନ
ଝାକିଦିନ
ପ୍ରତିଦିନ ଘଣ୍ଟାଏ ବ୍ୟାୟାମ କରିବା ଉଚିତ ।
ଝାକିଦିନ ମୁଇଙ୍ଗ୍ ଘନ୍‌ଟା ବିଆମ୍‌ ବାୟ୍‌ନାଃ କାୟମ୍‌ ।

ପ୍ରଶଂସା
ସୁହୁଁରାଏ
ଭଲ ପିଲାଙ୍କୁ ସମସ୍ତେ ପ୍ରଶଂସା କରନ୍ତି ।
ବନେ କୁଣୁଃକିତେ ଝାକିଗା ସୁହୁଁରାଏ ତେକି ।

ପ୍ରତିକ୍ରିୟା
ଇସ୍‌ଙ୍ଗା
ଅନ୍ୟକୁ ପ୍ରଶଂସା କଲେ ତା ମନରେ ପ୍ରତିକ୍ରିୟା ଜାତ ହୁଏ ।
ଅଲ୍‌ଗା ଲେବୁ ତେ ସୁହୁଁରାୟ୍‌ଲାଃ ଆଡିଆଃ ମନ୍‌ ତେ ଇସ୍‌ଙ୍ଗା ଜନ୍‌ମେତା ।

ପ୍ରଣାମ
ଜୁହାର୍‌
ଈଶ୍ୱରଙ୍କୁ ପ୍ରଣାମ କର ।
ଭଗମାନ୍‌ ତେ ଜୁହାର୍‌ ଏପେ/ଜୁହାର୍‌ ବାଏପେ ।

ପ୍ରସିଦ୍ଧି
ନାମ୍‌ଯାଦା
ଦାରିଙ୍ଗିବାଡ଼ି ଶୀତ ପାଇଁ ପ୍ରସିଦ୍ଧି ଲାଭ କରିଛି ।
ଦାରିଙ୍ଗବାଡି ରାଙ୍ଗାଃଲାଗିନ୍‌ / ରାଙ୍ଗାଃଥମ୍‌ ନାମ୍‌ଯାଦା ଲାବ୍‌ ବାଏସିଗ୍‌ ।

ପ୍ରତିହତ
ମେଟାଏନାଃଥମ୍‌
ମେଲେରିଆକୁ ପ୍ରତିହତ କରିବା ପାଇଁ କ୍ଲୋରୋକୁଇନ୍‍ ଖାଆନ୍ତୁ ।
ମେଲେରିଆ ତେ ମେଟାଏନାଃଥମ୍‌ କ୍ଲୋରୋକୁଇନ୍‍ ନଗେପେ ।

ପ୍ରତିବାଦ
ଲଡେନା
ଅନ୍ୟାୟର ପ୍ରତିବାଦ କରିବାକୁ ଭୟ କର ନାହିଁ ।
ଅନ୍ୟାୟ ଲଡେ ନାଃଥମ୍‌ ଆବୁ ବତଙ୍ଗ୍ ନାପେ ।

ପ୍ରସ୍ତାବ
ପ୍ରସ୍ତାବ
ବିଦ୍ୟାଳୟରେ ଏକ ପୁସ୍ତକମେଳା କରିବାକୁ ପ୍ରସ୍ତାବ ଦିଆଗଲା ।
ଇସ୍‌କୁଲ୍‍‌ତେ ମୁଇଙ୍ଗ୍ ବହି ମେଲା ବାୟନାଃଥମ୍‌ ପ୍ରସ୍ତାବ ତେରଃକି ।

ପ୍ରକାଶ
ଛାପାୟନା
ସରକାର ପାଠ୍ୟ ପୁସ୍ତକ ପ୍ରକାଶ କରନ୍ତି ।
ସାରକାର୍‌ ପାଟ୍‌ପଢା ବହି ଛାପାୟ୍‌ତେ ।


logo