logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ପ୍ରତ୍ୟେକ
ଝାକିଆଃ
ପ୍ରତ୍ୟେକ ନାଗରିକର ଦେଶ ପ୍ରତି କର୍ତ୍ତବ୍ୟ ରହିଛି ।
ଝାକିଲେବୁ କିୟା ଦେଶ୍‌ଆଃଥମ୍‌ କାମୁ ରହେସିଗ୍‌ ।

ପ୍ରକୃତି
ପର୍‌କୁତି
ଋତୁ ପରିବର୍ତ୍ତନ ପ୍ରକୃତିର ଏକ ଦାନ ଅଟେ ।
ରିତୁ ବଦ୍‌ଲେନା ପର୍‌କୁତିଆଃ ମୁଇଙ୍ଗ୍ ଦାନ୍‌ ହାଏ ।

ପ୍ରଚୁର
ଖୋବ୍‌
ଗତ ବର୍ଷ ପ୍ରଚୁର ବର୍ଷା ହୋ‌ଇଥିଲା ।
ସାନ୍‌ କି ମେମନ୍‌ (ଗଲାବରଷ) ଖୋବ୍‌ ବର୍ଷା ହ‌ଇସିଥଃ ।

ପ୍ରଥମ
ପହେଲା
ଇନ୍ଦିରାଗାନ୍ଧୀ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ ।
ଇନ୍ଦିରାଗାନ୍ଧୀ ଭାରତଆଃ ପହେଲା କନ୍‌ସେଲ୍‌ଡୁ ପର୍‌ଧାନ ମନ୍ତ୍ରୀ ଆକି ।

ପ୍ରଭାବ
ପର୍‌ଭାବ
ଶୀତର ପ୍ରଭାବରେ ବହୁ ଲୋକ କଷ୍ଟ ପାଆନ୍ତି ।
ରାଙ୍ଗା ପର୍‌ଭାବ୍‌ ତେ ଖୋବ୍‌ ଲେବୁ କଷଟ୍‌ କୁଇତେ କି ।

ପ୍ରଶ୍ୱାସ
ସାହାସ୍‌
ପ୍ରଶ୍ୱାସ ବାୟୁରେ ଅଧିକ ଅମ୍ଳଜାନ ଥାଏ ।
ସାହାସ୍‌ ଡଡ୍‌ନା କୟତେ ଅଏତ୍‌କା ଅମ୍ଲଜାନ ଆତା ।

ପ୍ରଭୃତି
ଝାକିରକମ୍‌ଆଃ
ବଣରେ ବାଘ ଭାଲୁ ପ୍ରଭୃତି ପଶୁ ବାସ କରନ୍ତି ।
ଆଡାୟତେ କିଡଃ ଭାଲୁ ଝାକିରକମ୍‌ଆଃ ପଶୁ କି ରହେ ତାକି ।

ପୂର୍ଣ୍ଣ
ପୁରା
ଗଣିତରେ ପୂର୍ଣ୍ଣ ନମ୍ବର ଶହେ ଥାଏ ।
ଗଣିତେ ପୁରା ଶଏ ନମର୍‌ ଆତା ।

ପ୍ରହରୀ
ପହ୍‌ରାଦାର୍‌
ବ୍ୟାଙ୍କକୁ ପ୍ରହରୀମାନେ ଜଗନ୍ତି ।
ବେଙ୍କ୍ ତେ ପହ୍‌ରାଦାର୍‌ କି ଆଗୁର୍‌ତେ କି ।

ପ୍ରବେଶ
ପର୍‌ବେଶ
ପାଞ୍ଚ ବର୍ଷ ବୟସରେ ପିଲାଙ୍କୁ ସ୍କୁଲରେ ପ୍ରବେଶ କରାଯାଏ ।
ପାଁଚ ବର୍‌ଷ ବଏସ୍‌ତେ କୁଣୁଃ କିତେ ଇସ୍‍କୁଲ୍‌ ତେ ପର୍‌ବେଶ୍‌ ବାଇ ତେ କି ।


logo