logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ପୋଖରୀ
ମୁଁଡ୍‌ଆ
ଆମେ ଗାଁ ପୋଖରୀରୁ ଦଳ ସଫା କଲୁଁ ।
ଏଲେ ପାଡାଃ ମୁଁଡ୍‌ଆ ତାୟ୍‌ ଜଗଲା/ଜାଆଁଲା ସାଫା ବାୟଃଲେ ।

ପୋଟଳ
ପୁଟଲ
ପୋଟଳ ଏକ ଭଲ ପରିବା ।
ପୁଟଲ ମୁଇଙ୍ଗ୍ ବନେ/ଭଲ ସବ୍‌ଜି ହାଏ ।

ପୋଡ଼‌ଇ
ଗେବ୍‌ତା
ଭାଟିରେ ଇଟା ପୋଡ଼‌ଇ ।
ଭାଠିତେ ଇଟା ଅଗେବ୍‌ତେକି/ଗେବ୍‌ତା ।

ପଡ଼ୋଶୀ
ଅଃଏକରାଃ
ରବି ଆମର ଜଣେ ପଡ଼ୋଶୀ ବନ୍ଧୁ ଅଟନ୍ତି ।
ରବି ଏଲାଃ ଅଃଏକରାଃ ମୁଇଙ୍ଗ୍ ସରି ହାୟ୍‌ ।

ପଚିବା
ପଚେନା
ଯତ୍ନ ନ ନେଲେ ପରିବା ପଚିବା ଆରମ୍ଭ କରେ ।
ଯତନ୍‌ ଉମ୍‌ ଡଥଃଲାଃ ସବ୍‌ଜି ପଚେନା ସୁରୁ ବାଏତେ ।

ପୋଡ଼ିଗଲା
ଗେବଗଃକି
ଦିନେ ହଠାତ୍‍ ଆମ ଘର ପୋଡ଼ିଗଲା ।
ମୁସନିଙ୍ଗ୍ ଅଚାନକ୍‌ ଏଲାଃ ଅଃ ଗେବ୍‌ଗଃକି ।

ପ୍ରଶ୍ନ
ପର୍‌ଶନ
ଶିକ୍ଷକ ପିଲାଙ୍କୁ ପ୍ରଶ୍ନ ପଚାରନ୍ତି ।
ମାଷ୍ଟର କୁଣୁଃ କିତେ ପର୍‌ଶନ ପଚ୍‌ରାଏ ତେକି ।

ପ୍ରଜା
ପାର୍‌ଜା
ଆମ ଦେଶରେ ପ୍ରଜାତନ୍ତ୍ର ଶାସନ ଚାଲିଛି ।
ଆନିଆଁ ଦେଶ୍‌ତେ ପାର୍‌ଜାକିୟା ଶାସନ୍‌ ଚଲେସିଗ୍‌ ।

ପ୍ରତି
ହରେକ୍‌
ପ୍ରତି ବାଳିକାକୁ ପୋଷାକ ଦିଆ ଯାଇଛି ।
ହରେକ୍‌ ବେଟି କିତେ ଡେରେସ୍‌ ତେର୍‌ସିଗ୍‌ କି ।

ପ୍ରତିଭା
ଗୁନ୍‌
ଛୋଟ ବେଳୁ ପିଲାଟିର ପ୍ରତିଭା ଜଣା ପଡ଼ିଲା ।
କୁଣୁଃ ଭେରେତାଏ କୁଣୁଃଗାଃ ଗୁନ୍‌ ଜନାଗୁର୍‌କି ।


logo