logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ପେଟ
ଲାଏଗ୍‌
ପେଟରେ ଖାଦ୍ୟ ହଜମ ହୁଏ ।
ଲାଏଗ୍‌ ତେ ନଃନଃ ଲଜଃତା ।

ପେଣ୍ଡୁ
ଗୁଲ୍‍‍ଠୁ
ଦୋଳକ ଘଣ୍ଟାରେ ପେଣ୍ଡୁଟିଏ ଝୁଲି ହଲୁଥାଏ ।
ଝୁଲେନା ଘଡିତେ ଗୁଲ୍‌ଠୁ ମୁଇଙ୍ଗ୍ ଝୁଲେ କଲା ହିଲେତା ।

ପେଟି
ପେଃଟି
ଔଷଧ କାଗଜ ପେଟିରେ ବନ୍ଧା ହୋ‌ଇ ଆସେ ।
କାନ୍‌ଲା କାଗଜ୍‌ ପେଃଟି ତେ ତଲ୍‌ଡମ୍‌ କରି ଡେଲ୍‌ତା ।

ପେଟପୁରା
ଲାଏଗ୍‌ବେଶୁ
ଗରୀବ ଲୋକେ ପେଟପୁରା ଖାଇବାକୁ ପାଆନ୍ତି ନାହିଁ ।
ଗରୀବ୍‌ ଲେବୁ କି ଲାଏଗ୍‌ବେଶୁ ନଃନାଃଥମ୍‌ ଉମ୍‌ କୁଇତେ କି ।

ପେନସିଲ
ଶିଶା
ପେନସିଲରେ ଚିତ୍ର ଅଙ୍କାଯାଏ ।
ଶିଶା ବୁଙ୍ଗ୍ ଫଟୁ ବାଏତେକି/ଶିଶା ବୁଙ୍ଗ୍ ଛାପା ବାଏ ତେକି ।

ପୋଲ
ପୁଲିଆଁ
କଲିକତାରେ ହାବଡା ପୋଲ ଅଛି ।
କାଲ୍‌କାତା ତେ ହାବ୍‌ଡା ପୁଲିଆଁ ଆଃଇ ।

ପୋଲିସ
ପୁଲୁସ୍‌
ପୋଲିସ ଚୋରକୁ ଧରି ଥାଆନ୍ତି ।
ପୁଲୁସ୍‌ ଚର୍‌ହା କିତେ ଧଃତେ ତେକି ।

ପୋଷ‌ଇ
ବୁଇତେ
ଚାଷୀ ଲକ୍ଷେ ଲୋକଙ୍କୁ ପୋଷନ୍ତି ।
ତାଷୀ ଲାଖ୍‌ ଲେବୁତେ ବୁଇତେ ।

ପୋଷାକ
ଛିଡା
ମ‌ଇଳା ପୋଷାକ ସଙ୍ଗେ ସଙ୍ଗେ ସଫା କର ।
କଡିଲ୍‌ ଛିଡା ସାଙ୍ଗେ ସାଙ୍ଗ୍ ସଫା ବାଏପେ ।

ପୋତିଲେ
ସୁମଃକି
ଲୋକେ ପୂଜା ପାଇଁ ଖୁଣ୍ଟି ପୋତିଲେ ।
ଲେବୁକି ପୂଜାଃ ଥମ୍‌ ଖୁଟି/ଖୁଣ୍ଟ ସୁମଃକି ।


logo