logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ପୁଷ୍କରିଣୀ
ମୁଁଣ୍‌ଆ
ପୁଷ୍କରିଣୀରେ ଆମେ ଗାଧୋଇବାକୁ ଯାଉଁ ।
ମୁଁଣ୍‌ଆତେ ଆନିଙ୍ଗ୍ ଉଆଃନାଃଥମ୍‌ ସାନ୍‌ତାନିଙ୍ଗ୍ ।

ପୁଷ୍ପବୃତ୍ତ
ଲାଃରାଃକଢଆଃ ଚାରିପାଖ
ପୁଷ୍ପବୃତ୍ତରେ ପାଖୁଡା ଲାଗିଥାଏ ।
ଲାଃରାଃ କଢଆଃ ଚାରିପାଖ କଲିଲାଃସିଃତା ।

ପୁନେଇ
ପୁନି
ପୁନେଇ ଜହ୍ନ ଥାଳିପରି ଦେଖାଯାଏ ।
ପୁନି ଲେରାଙ୍ଗ୍ ଥାଲିଗୁଡ୍‌ ଜୟ୍‌ତା ।

ପୃଥିବୀ
ଦୁନିଆଁ/ଧର୍‌ତୀ
ପୃଥିବୀ ଆମର ଚିରସ୍ଥାୟୀ ବାସସ୍ଥାନ ନୁହେଁ ।
ଦୁନିଆଁ/ଧର୍‌ତୀ ଆନିଆଁ ଝାକିଦିନଆଁ ରହେନା ଜାଗା ଆଣିଗ୍‌ ।

ପୃଷ୍ଠା
ପୃଷ୍ଠା
ବିଷୟ ଖୋଜି ପାଇବାରେ ପୃଷ୍ଠା ସାହାଯ୍ୟ କରେ ।
ବିଷେ ଲାମ୍‌କଲା କୁଇନାଃଥମ୍‌ ପୃଷ୍ଠା ସାହେଜ୍‌ ବାୟ୍‌ତେ ।

ପୂଜା
ପୂଜା
ଆଦିବାସୀ ମାନେ ମାଟି ଦେବତା ପୂଜା କରିଥାଆନ୍ତି ।
ଆଦିବାସୀ ଲେବୁକି ଲଃଖା ଦେବ୍‌ତାତେ ପୂଜା ବାଏତେ କି ।

ପୂର୍ବ
ଆଘ୍‌ଲି/ଅସ୍ମେଗ୍‌
ପୂର୍ବ କାଳରେ ଲୋକେ ଅଧିକ ବଳବାନ ଥିଲେ ।
ଆଘ୍‌ଲି/ଅସ୍ମେଗ୍‌ଆଃ ଲେବୁ କି ଖୋବ୍‌ ପହିଲ୍‌ମାନ୍‌ ଆକିମେନ୍‌ ।

ପୂରଣ
ଡିସାଃ
ନଳକୂପ ପାନୀୟ ଜଳର ଅଭାବ ପୂରଣ କରେ ।
ଢେକଡ୍‌ ଚୁଆଁ ଉଡ୍‌ନାଃ ଡାଗାଃ କମିତେ ଡିସାଃ ବାଏତେ ।

ପୂର୍ବ ପୁରୁଷ
ପୁର୍‌ଖା କି
ଆମ ପୂର୍ବ ପୁରୁଷମାନେ ଖୁବ୍‍ ପରିଶ୍ରମୀ ଥିଲେ ।
ଆନିଆଁ ପୁର୍‌ଖା କି ଖୋବ୍‌ କାମିହାଁ ଆକିମେନ୍‌ ।

ପେଚା
ପେଚା
ପେଚା ଏକ ରାତ୍ରିଚର ପକ୍ଷୀ ।
ପେଚା ମୁଇଙ୍ଗ୍ ଇଡିବ୍‌ତେ ବୁଲିନା କନ୍‌ତେଡ୍‌ ହାଏ ।


logo