logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ପୀଠ
ଜାଗା
ଲୋକେ ପବିତ୍ର ପୀଠ ଦର୍ଶନରେ ଯାଆନ୍ତି ।
ଲେବୁ କି ପବିତ୍ର ଠାଣ ବୁଙ୍ଗ୍ ଦର୍‌ଶନ୍‌ ବାଏନା ସାନ୍‌ତାକି ।

ପୁଣି
ଅଡଃ
ପୁଣି ଥରେ ମୋ ଦେହ ଅସୁସ୍ଥ ହେଲା ।
ଅଡଃ ମେସନ୍‌ ଇଙ୍ଗାଃ ନୀରି ଖାରାପ୍‌ ହଏକି ।

ପୂଣ୍ୟ
ପୁଇନ୍‌
ଜନ ସେବା କରି ପୂଣ୍ୟ ଅର୍ଜନ କର ।
ଲେବୁ କିଆଃ ସେବା ବାୟକରି ପୁଇନ୍‌ ଅର୍ଜେ‌ଏପେ ।

ପୁରା
ଝାକି
ଶ୍ରମିକକୁ ପୁରା ମଜୁରୀ ଦେଇ ଦିଅ ।
କାମିହାଁତେ/କୁଲିତେ ଝାକି ମଜ୍‌ରୀ/ହାଜ୍‌ରୀ ତେର୍‌ ଗଡେପେ ।

ପୁଡିଆ
ଠୁଙ୍ଗହା
ଦୋକାନୀ ଡ଼ାଲି ପୁଡିଆ ବାନ୍ଧିଦିଏ ।
ଦୁକାନ୍‌ ବାଲା ଦାଏଲ୍‌ ତେ ଠୁଙ୍ଗହା ତଲ୍‌କରି ତେର୍‌ତେ ।

ପୁସ୍ତକ
ବହି
ପୁସ୍ତକରେ ଅନେକ ଜ୍ଞାନର କଥା ଲେଖା ହୋ‌ଇଥାଏ ।
ବହିତେ ଖୋବ୍‌ ଗିଆନ୍‌ କାୟମ୍‌ ଲେଖା ହଏସିଃତା ।

ପୁରୁଷ
ମର୍‌ଦ/କେଣର୍‌
ନାରୀ ପୁରୁଷ ପରସ୍ପରର ପରିପୂରକ ଅଟନ୍ତି ।
କନସେଲ୍‌ ର ମର୍‍ଦ ଦୁହିଝନ୍‌ ମୁଇଙ୍ଗ୍ ହଏକିଆର୍‌ ।

ପୁଷ୍ପ
ଫୁଲ/ଲାଃରାଃ
ଆମ ବଗିଚା ବିଭିନ୍ନ ପୁଷ୍ପରେ ସୁଶୋଭିତ ଅଟେ ।
ଏଲାଃ ବାଡିତେ/ବରେତେ ରକମ୍‌ ରକମ୍‌ ଲାଃରାଃ ସଜାଏ ହଏସିଗ୍‌/ସୁନ୍ଦର ଜଏତାୟଗ୍‌ ।

ପୁରାଇ
ଭଃରେକରି
ମୀନା ବହି ବସ୍ତାନିରେ ପୁରାଇ ଧରିଛି ।
ମୀନା ବହି ମୁନାତେ ଭଃରେ କରି ଧଃତେସିଗ୍‌ ।

ପୁରାତନ
ପୁର୍‌ନା/ଆଘ୍‌ଲିଆଃ/ଅସ୍ମେଗ୍‌ଆଃ
ପୁରାତନ ବିଷୟ ସବୁ ଲୋପ ପାଇବାକୁ ବସିଲାଣି ।
ପୁର୍‌ନା/ଆଘ୍‌ଲିଆଃ/ଅସ୍ମେଗ୍‌ଆଃ ବିଷେ ଝାକି ଲେଡ୍‌ ଗଃନାଃଥମ୍‌ ଡକସିଗ୍‌ ।


logo